ଏହି ସ୍ଥାନରେ ଜୁଲାଇ ୧୪ରୁ ଦୁଇଟି ପର୍ଯ୍ୟାୟରେ ୧୦ ଦିନିଆ ଲକଡାଉନ

ପୁଣେ: ସମଗ୍ର ଦେଶରେ ଏବେ ଅନଲକ-୨ କାର୍ଯ୍ୟକାରୀ ହେଉଛି। ହେଲେ ସଂକ୍ରମଣ ହୁହୁ ହୋଇ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୁଣେରେ ଆସନ୍ତା ୧୪ ତାରିଖରୁ ଦୁଇଟି ପର୍ଯ୍ୟାୟରେ ସଂପୂର୍ଣ୍ଣ ଲକଡାଉନ ପାଳନ ହେବ। ସ୍ଥାନୀୟ ପ୍ରଶାସନର ଏଭଳି ଅଚାନକ ନିଷ୍ପତ୍ତି ଶୁଣି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ପୁଣେ ଓ ପିମ୍ପର ଛିଞ୍ଚୱାଡା ମ୍ୟୁନିସିପାଲଟି କର୍ପୋରେସନରେ ଏଭଳି ୧୦ ଦିନିଆ ଲକଡାଉନ ପାଳନ ହେବ। ଏହାବାଦ୍‌ ସମସ୍ତ କଣ୍ଟେନମେଣ୍ଟ ଜୋନ […]

i

i

Hemant Lenka
  • Published: Saturday, 11 July 2020
  • Updated: 11 July 2020, 02:11 PM IST

Sports

Latest News

ପୁଣେ: ସମଗ୍ର ଦେଶରେ ଏବେ ଅନଲକ-୨ କାର୍ଯ୍ୟକାରୀ ହେଉଛି। ହେଲେ ସଂକ୍ରମଣ ହୁହୁ ହୋଇ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୁଣେରେ ଆସନ୍ତା ୧୪ ତାରିଖରୁ ଦୁଇଟି ପର୍ଯ୍ୟାୟରେ ସଂପୂର୍ଣ୍ଣ ଲକଡାଉନ ପାଳନ ହେବ। ସ୍ଥାନୀୟ ପ୍ରଶାସନର ଏଭଳି ଅଚାନକ ନିଷ୍ପତ୍ତି ଶୁଣି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ପୁଣେ ଓ ପିମ୍ପର ଛିଞ୍ଚୱାଡା ମ୍ୟୁନିସିପାଲଟି କର୍ପୋରେସନରେ ଏଭଳି ୧୦ ଦିନିଆ ଲକଡାଉନ ପାଳନ ହେବ। ଏହାବାଦ୍‌ ସମସ୍ତ କଣ୍ଟେନମେଣ୍ଟ ଜୋନ ଓ ଆଖପାଖ ୨୨ଟି ଗାଁରେ ବି କରୋନା କଟକଣା ଲାଗୁ କରାଯିବ। କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏହା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁଣେର ଡିଭିଜନାଲ କମିଶନର ଦୀପକ ମହିସେକର କହିଛନ୍ତି, ଜୁଲାଇ ୧୪ରୁ ୧୮ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଲକଡାଉନ ପାଳନ କରାଯିବ। ଏହାକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। କେବଳ କ୍ଷୀର, ମେଡିସିନ ଷ୍ଟୋର, ଜରୁରୀ ସେବା କାର୍ଯ୍ୟକାରୀ ହେବ। ଏହାପରେ ଅର୍ଥାତ ୧୯ ତାରିଖରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ୨୩ ତାରିଖ ଯାଏ ଖୋଲିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନିଆଯିବ। ଲୋକମାନେ ଏବେଠାରୁ ନିଜ ପାଖରେ ଜରୁରୀ ସାମଗ୍ରୀ ରଖିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଶାସନର ଲକଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମିଛି। ବିଶେଷ କରି ପରିବା ମାର୍କେଟ ଓ ମଦ ଦୋକାନରେ ଲୋକମାନେ ଅଧିକ କିଣାକିଣି କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story