ରମଜାନ ବେଳେ ଗର୍ଜିଲା ବନ୍ଧୁକ: ୧୦ ମୃତ, ୧୪ରୁ ଅଧିକ ଆହତ

କାବୁଲ: ପୁଣି ରକ୍ତ ରଞ୍ଜିତ ହୋଇଛି ଆଫଗାନିସ୍ତାନ। ରମଜାନ ବେଳେ ଗର୍ଜିଛି ବନ୍ଧୁକ। ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ଏ ନେଇ ଆଫଗାନିସ୍ତାନର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତି ୯ଟାରେ ମସଜିଦ ସାମ୍ନାରେ ଆତଙ୍କବାଦୀ ମାନେ ବନ୍ଧୁକ ଚଳାଇବାରୁ ମୋଟ୍ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଜଣେ ଛୋଟ ଛୁଆ ରହିଛି। ଆତଙ୍କବାଦୀ ମାନେ ସବରି ଜିଲ୍ଲାର ଇଷ୍ଟର୍ଣ୍ଣ […]

Afghanistan taliban attack

Afghanistan taliban attack

Subhransu Sekhar
  • Published: Wednesday, 20 May 2020
  • Updated: 20 May 2020, 03:53 PM IST

Sports

Latest News

କାବୁଲ: ପୁଣି ରକ୍ତ ରଞ୍ଜିତ ହୋଇଛି ଆଫଗାନିସ୍ତାନ। ରମଜାନ ବେଳେ ଗର୍ଜିଛି ବନ୍ଧୁକ। ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ଏ ନେଇ ଆଫଗାନିସ୍ତାନର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ମଙ୍ଗଳବାର ରାତି ୯ଟାରେ ମସଜିଦ ସାମ୍ନାରେ ଆତଙ୍କବାଦୀ ମାନେ ବନ୍ଧୁକ ଚଳାଇବାରୁ ମୋଟ୍ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଜଣେ ଛୋଟ ଛୁଆ ରହିଛି। ଆତଙ୍କବାଦୀ ମାନେ ସବରି ଜିଲ୍ଲାର ଇଷ୍ଟର୍ଣ୍ଣ ଖୋଷ୍ଟ ଅଞ୍ଚଳର କୋରଚାକୋ ଗାଁରେ ଏଭଳି ନୃଶଂସ କାଣ୍ଡ ଭିଆଇଛନ୍ତି।

ସେହିପରି ଆଉ ଏକ ଘଟଣାରେ ଇଷ୍ଟର୍ଣ୍ଣ ପରଓ୍ୱନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୭ଜଣ ନୀରିହ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଥିଲେ। ଏହି ଦୁଇଟି ଯାକ ଘଟଣା ରମଜାନ ପାଇଁ ମସଜିଦରେ ପ୍ରାର୍ଥନା କରୁଥିବାବେଳେ ଘଟିଛି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

ସୂଚନାଯୋଗ୍ୟ, ନିକଟରେ ମଧ୍ୟ ରାଜଧାନୀ କାବୁଲରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ରମଜାନ ଅବସରରେ ମସଜିଦରେ ପ୍ରାର୍ଥନସଭା ହେଉଥିବାବେଳେ ତାଲିବାନ୍ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ଦୁଇ ସପ୍ତାହରେ ଅନେକ ସୁରକ୍ଷା କର୍ମୀ ଏବଂ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି।

ତାଲିବାନ ସହିତ ଚୁକ୍ତି ପରେ ଆଫଗାନିସ୍ତାନରେ ସାଧାରଣ ନାଗରିକ ମାନେ ହତ୍ୟାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୫୦୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ୭୬୦ରୁ ଅଧିକ ଆହତ ହୋଇଥିବା ଏପ୍ରିଲରେ କହିଛି ୟୁନାଇଟେଡ୍ ନେସନ ଆସିଷ୍ଟାନ୍ସ ମିଶନ୍ ଇନ୍ ଆଫଗାନିସ୍ତାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story