ଇରାନ ମିସାଇଲ ଆକ୍ରମଣରେ ୧୧ ଆମେରିକା ସେନା ଆହତ: ରିପୋର୍ଟ

ଓ୍ୱାଶିଂଟନ: ଇରାକ ସ୍ଥିତ ଆମେରିକା ଦୂତବାସ ଏବଂ ଏୟାରବେସ ଉପରେ ଗତ ସପ୍ତାହରେ ଇରାନ୍ ଆକ୍ରମଣ କରିଥିଲା। ମିସାଇଲ ଦ୍ୱାରା ତିନିରୁ ଅଧିକ ଥର ହୋଇଥିବା ଆକ୍ରମଣରେ ୧୧ ଜଣ ଆମେରିକା ସେନା ଆହତ ହୋଇଛନ୍ତି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ଏହା ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ନିଜ ଦେଶର ସେନା ଆହତ ଖବରକୁ ପ୍ରଥମରୁ ଖଣ୍ଡନ କରି ସାରିଛନ୍ତି। ଇରାନ ବିଭିନ୍ନ ପର୍ଯ୍ୟାୟରେ ଆମେରିକା ଏୟାରବେସ ଏବଂ ଦୂତାବାସ […]

iran air strike

iran air strike

Subhransu Sekhar
  • Published: Friday, 17 January 2020
  • Updated: 17 January 2020, 02:10 PM IST

Sports

Latest News

ଓ୍ୱାଶିଂଟନ: ଇରାକ ସ୍ଥିତ ଆମେରିକା ଦୂତବାସ ଏବଂ ଏୟାରବେସ ଉପରେ ଗତ ସପ୍ତାହରେ ଇରାନ୍ ଆକ୍ରମଣ କରିଥିଲା। ମିସାଇଲ ଦ୍ୱାରା ତିନିରୁ ଅଧିକ ଥର ହୋଇଥିବା ଆକ୍ରମଣରେ ୧୧ ଜଣ ଆମେରିକା ସେନା ଆହତ ହୋଇଛନ୍ତି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ଏହା ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ନିଜ ଦେଶର ସେନା ଆହତ ଖବରକୁ ପ୍ରଥମରୁ ଖଣ୍ଡନ କରି ସାରିଛନ୍ତି।

ଇରାନ ବିଭିନ୍ନ ପର୍ଯ୍ୟାୟରେ ଆମେରିକା ଏୟାରବେସ ଏବଂ ଦୂତାବାସ ଉପରେ ମୋଟ୍ ୨୨ଟି ମିସାଇଲ୍ ମାଡ଼ କରିଥିଲା। ଇରାନର ସରକାରୀ ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ ଇରାନ ମିସାଇଲ ମାଡ଼ରେ ୮୦ ଜଣ ଆମେରିକା ଆତଙ୍କବାଦୀ ନିହତ ହୋଇଥିଲେ। ଏଥିସହ ଆମେରିକା ଏୟାରବେସର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏୟାରବେସରେ ସାମାନ୍ୟ କ୍ଷତି ହୋଇଛି ବୋଲି ଟ୍ରମ୍ପ ସ୍ୱୀକାର କରିଥିଲେ। ହେଲେ କୌଣସି ସେନା ଆହତ କିମ୍ୱା ମୃତାହତ ହୋଇନଥିବା ସେ କହିଥିଲେ।

ସୂଚନାଯୋଗ୍ୟ, ଗତ ୩ ତାରିଖ ବିଳମ୍ୱିତ ରାତିରେ ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଇରାନର ମେଜେର ଜେନେରାଲ ଯାଉଥିଲେ। ଏହି ସମୟରେ ଆମେରିକ ଏୟାର ଷ୍ଚ୍ରାଇକ ଯୋଗେ ତାଙ୍କୁ ହତ୍ୟା କରିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜିଛି। ଇରାନ ବଦଲା ନେବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ଆମେରିକା କୌଣସି ପ୍ରକାର ଆକ୍ରମଣ ଇରାନ ବିପକ୍ଷରେ କରିବନି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story