ଡଙ୍ଗା ବୁଡ଼ିଗଲା, ଚାଲିଗଲା ୧୩ ଜୀବନ

ବ୍ରାନ୍‌ସନ୍: ପଶ୍ଚିମ ଆମେରିକାରେ ଆଜି ଝଡ଼ ତୋଫାନ ଯୋଗୁ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏଥିରେ କିଛି ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଏବେବି ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଯାତ୍ରୀବାହୀ ଡଙ୍ଗାଟି ବ୍ରାନ୍‌ସନ୍‌ର ଟାବେଲ୍ ରକ୍‌ ଲେକ୍‌ରେ ପ୍ରବଳ ଝଡ଼ ତୋଫାନ୍‌ ଯୋଗୁ ବୁଡ଼ି ଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୪ ଜଣଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଏମାନଙ୍କ ମଧ୍ୟରୁ ୭ […]

24781_IDN---01012017---AFP---capsized-boat_1514800476345

Rakesh Mallick
  • Published: Friday, 20 July 2018
  • Updated: 21 July 2018, 12:00 AM IST

Sports

Latest News

ବ୍ରାନ୍‌ସନ୍: ପଶ୍ଚିମ ଆମେରିକାରେ ଆଜି ଝଡ଼ ତୋଫାନ ଯୋଗୁ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏଥିରେ କିଛି ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଏବେବି ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଯାତ୍ରୀବାହୀ ଡଙ୍ଗାଟି ବ୍ରାନ୍‌ସନ୍‌ର ଟାବେଲ୍ ରକ୍‌ ଲେକ୍‌ରେ ପ୍ରବଳ ଝଡ଼ ତୋଫାନ୍‌ ଯୋଗୁ ବୁଡ଼ି ଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୪ ଜଣଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗଭୀର ପାଣିରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଏବେବି ୪ ଜଣଙ୍କ ପତ୍ତା ମିଳିନି। ସେମାନଙ୍କୁ ଖୋଜିବା ପାଇଁ ବୁଡ଼ାଳିମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଝଡ଼ବର୍ଷା ଯୋଗୁ ଏଭଳି ଘଟିଥିବା କୁହାଯାଉଥିଲେ ହେଁ ଜାତୀୟ ପରିବହନ ବୋର୍ଡ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story