ଶ୍ରୀଲଙ୍କାରେ ଆଇଏସଆଇଏସ ଉପରେ ରେଡ୍, ୧୫ ମୃତଦେହ ଉଦ୍ଧାର

କଲମ୍ୱୋ: ଶ୍ରୀଲଙ୍କା ଗଣସଂହାର ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଆଇଏସଆଇଏସ ସଂଗଠନ ଉପରେ ଆଜି ଶ୍ରୀଲଙ୍କା ପୁଲିସ, ସିକ୍ୟୁରିଟି ଫୋର୍ସ ଓ ସେନା ରେଡ୍ କରିଛନ୍ତି। ରାଜଧାନୀ କଲମ୍ୱୋର ପୂର୍ବ ଦିଗରେ ଥିବା କଳମୁନାଇ ସହରର ଏକ ଘର ଉପରେ ଏହି ରେଡ୍ ହୋଇଥିଲା। ରେଡ୍ ବେଳେ ହୋଇଥିବା ଗୁଳିବିନିମୟ ପରେ ୧୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗୁଳି ବିନିମୟ ବେଳେ ତିନିଜଣ ଆତ୍ମଘାତୀ ଆତଙ୍କବାଦୀ ନିଜ ଦେହରେ ଖଞ୍ଜା ଯାଇଥିବା ବିସ୍ଫୋରକ ଫୁଟାଇ ଦେଇଥିବା […]

sri lanka soldier raid on isis (1)

sri lanka soldier raid on isis (1)

Subhransu Sekhar
  • Published: Saturday, 27 April 2019
  • Updated: 27 April 2019, 11:32 AM IST

Sports

Latest News

କଲମ୍ୱୋ: ଶ୍ରୀଲଙ୍କା ଗଣସଂହାର ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଆଇଏସଆଇଏସ ସଂଗଠନ ଉପରେ ଆଜି ଶ୍ରୀଲଙ୍କା ପୁଲିସ, ସିକ୍ୟୁରିଟି ଫୋର୍ସ ଓ ସେନା ରେଡ୍ କରିଛନ୍ତି। ରାଜଧାନୀ କଲମ୍ୱୋର ପୂର୍ବ ଦିଗରେ ଥିବା କଳମୁନାଇ ସହରର ଏକ ଘର ଉପରେ ଏହି ରେଡ୍ ହୋଇଥିଲା। ରେଡ୍ ବେଳେ ହୋଇଥିବା ଗୁଳିବିନିମୟ ପରେ ୧୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

ଗୁଳି ବିନିମୟ ବେଳେ ତିନିଜଣ ଆତ୍ମଘାତୀ ଆତଙ୍କବାଦୀ ନିଜ ଦେହରେ ଖଞ୍ଜା ଯାଇଥିବା ବିସ୍ଫୋରକ ଫୁଟାଇ ଦେଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୩ ଜଣ ମହିଳା ଏବଂ ୬ ଜଣ ଛୋଟ ଛୁଆ ଥିଲେ ବୋଲି ଶ୍ରୀଲଙ୍କା ପୁଲିସ ସୂଚନା ଦେଇଛି।

କଲମ୍ବୋ ସହରରେ ହୋଇଥିବା ସିରିଜ ବିସ୍ଫୋରଣ ଘଟଣା ପୂର୍ବରୁ କଲମୁନାଇ ସହରର ଉକ୍ତ ଘରେ ଏକ ଭିଡିଓ ରେକର୍ଡ କରାଯାଇଥିବା ସନ୍ଦେହରେ ସୁରକ୍ଷାକର୍ମୀ ଏବଂ ସେନା ପକ୍ଷରୁ ମିଳିତ ଅପରେଶନ କରାଯାଇଥିଲା ବୋଲି ଖବରସରବରାହ ସଂସ୍ଥା ଆଇଏଏନଏସ ଉଲ୍ଲେଖ କରିଛି।

ସେହିପରି କଳମୁନାଇ ସହରର ଅନ୍ୟ ଏକ ସ୍ଥାନରେ ମଧ୍ୟ ଶ୍ରୀଲଙ୍କା ସେନା ରେଡ୍ କରି ୧୫୦ଟି ଆଇଏସଆଇଏସ ପତାକା, ହଜାର ହଜାର ସଂଖ୍ୟାରେ ଗୁଳି, ଡ୍ରୋନ କ୍ୟାମେରା ଆଦି ଜବତ ହୋଇଥିବା ଶ୍ରୀଲଙ୍କା ସେନାର ମୁଖପାତ୍ର ସୂଚନା ଦେଇଛନ୍ତି।

ତେବେ ଏହି ଏଥିରେ କୌଣସି ସୁରକ୍ଷାକର୍ମୀ କିମ୍ବା ସେନାଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଆଇଏସ ପତାକା ଏବଂ କିଛି ପୋଷାକ ମିଳିଥିଲା। ଗତ ରବିବାର ସିରିଜ ବିସ୍ଫୋରଣ କରିଥିବା ଆତ୍ମଘାତୀମାନେ ଯେପରି ପୋଷାକ ପିନ୍ଧିଥିଲେ ଜବତ ହୋଇଥିବା ପୋଷାକ ମଧ୍ୟ ସେହିଭଳି ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story