୨୦୦ ଫୁଟ୍‌ ଗଭୀର ନଳକୂପ ଖାତରେ ପଡ଼ି ଶିଶୁ ମୃତ

ଅହମଦାବାଦ୍: ଗୁଜରାଟର ସାବରକାନ୍ଥାରେ ଏକ ୨୦୦ ଫୁଟ୍‌ର ଗଭୀର ବୋରୱେଲ (ନଳକୂପ) ଖାତରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟିର ବୟସ ଦେଢ଼ ବର୍ଷ। ସୋମବାର ଶିଶୁଟି ଖେଳୁଥିବା ସମୟରେ ଏହି ଗଭୀର ନଳକୂପ ଖାତରେ ପଡ଼ି ଯାଇଥିଲା। ପୁଲିସ୍‌, ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍‌ ଶିଶୁଟିକୁ ବଞ୍ଚାଇବାକୁ ୧୨ ଘଣ୍ଟା ଧରି ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସୂଚନାଯୋଗ୍ୟ, ବିହାରର ମୁଙ୍ଗେରରେ ମଧ୍ୟ ସମାନ ଘଟଣା ଘଟିଥିଲା। ୪୫ ଫୁଟ୍‌ର ଏକ ଗଭୀର […]

rtttttttttttt

rtttttttttttt

Tapaswini Nayak
  • Published: Tuesday, 02 October 2018
  • Updated: 02 October 2018, 10:55 AM IST

Sports

Latest News

ଅହମଦାବାଦ୍: ଗୁଜରାଟର ସାବରକାନ୍ଥାରେ ଏକ ୨୦୦ ଫୁଟ୍‌ର ଗଭୀର ବୋରୱେଲ (ନଳକୂପ) ଖାତରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟିର ବୟସ ଦେଢ଼ ବର୍ଷ।

ସୋମବାର ଶିଶୁଟି ଖେଳୁଥିବା ସମୟରେ ଏହି ଗଭୀର ନଳକୂପ ଖାତରେ ପଡ଼ି ଯାଇଥିଲା।

ପୁଲିସ୍‌, ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍‌ ଶିଶୁଟିକୁ ବଞ୍ଚାଇବାକୁ ୧୨ ଘଣ୍ଟା ଧରି ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ସୂଚନାଯୋଗ୍ୟ, ବିହାରର ମୁଙ୍ଗେରରେ ମଧ୍ୟ ସମାନ ଘଟଣା ଘଟିଥିଲା। ୪୫ ଫୁଟ୍‌ର ଏକ ଗଭୀର ନଳକୂପ ଖାତରେ ସନା ଗିର ନାମକ ଶିଶୁ ପଡ଼ି ଯାଇଥିଲା। ୩୦ ଘଣ୍ଟା ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା।

ସେହିପରି ତାମିଲନାଡ଼ୁରେ ନାଗାପଟ୍ଟିମ୍‌ରେ ଗଭୀର ନଳକୂପ ଖାତରେ ୧୫ ଫୁଟ୍‌ ତଳେ ଦୁଇ ବର୍ଷର ଦୁଇଟି ପିଲା ଖସି ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଜୀବିତ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story