ଦେଶରେ ପ୍ରଥମ: ସିଆରପିଏଫ ଯବାନଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ସିଆରପିଏଫ ଯବାନ ପ୍ରାଣ ହରାଇଛନ୍ତି। ସେ ସିଆରପିଏଫର ୩୧ ବାଟାଲିୟନରେ ସବ ଇନସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମୟୂର ଭିହାରରେ ଡ୍ୟୁଟି କରୁଥିବା ବେଳେ ସେ ଜ୍ୱର ଓ କାଶରେ ପୀଡ଼ିତ ହୋଇଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ସବ ଇନସପେକ୍ଟରଙ୍କ ବୟସ […]

re

re

Hemant Lenka
  • Published: Tuesday, 28 April 2020
  • Updated: 28 April 2020, 08:03 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ସିଆରପିଏଫ ଯବାନ ପ୍ରାଣ ହରାଇଛନ୍ତି। ସେ ସିଆରପିଏଫର ୩୧ ବାଟାଲିୟନରେ ସବ ଇନସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମୟୂର ଭିହାରରେ ଡ୍ୟୁଟି କରୁଥିବା ବେଳେ ସେ ଜ୍ୱର ଓ କାଶରେ ପୀଡ଼ିତ ହୋଇଥିଲେ।

ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ସବ ଇନସପେକ୍ଟରଙ୍କ ବୟସ ୫୫।

କରୋନା ଭାଇରସରେ ଆକ୍ରାନ୍ତ ହୋଇ ଯବାନ ପ୍ରାଣ ହରାଇବା ଦେଶରେ ପ୍ରଥମ ଘଟଣା। ଏବେ ବି ୨୩ ଜଣ ସିଆରପିଏଫ ଯବାନ ବିଭିନ୍ନ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

୫୫ ବର୍ଷୀୟ ସିଆରପିଏଫ ଯବାନ ପ୍ରାଣ ହରାଇବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “କରୋନା ସଂକ୍ରମଣ ସହ ଲଢ଼େଇ କରୁଥିବା ସିଆରପିଏଫର ସାହସୀ ସବ-ଇନ୍ସପେକ୍ଟର ମହମ୍ମଦ ଇକ୍ରାମ ହୁସେନଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଶେଷ ପର୍ଯ୍ୟନ୍ତ କରୋନା ମହାମାରୀ ସହିତ ବୀରତ୍ୱର ସହ ଲଢ଼େଇ କରିଥିଲେ। ଦେଶର ସେବା ତଥା ସୁରକ୍ଷା ପାଇଁ ତାଙ୍କର ଅବଦାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story