ରେଳ ମନ୍ତ୍ରାଳୟର ଆଉ ୨ ଅଧିକାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟର ଆଉ ଦୁଇ ଜଣ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇଲେ ରେଳ ମନ୍ତ୍ରାଳୟର ମୋଟ୍ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜୁନ୍ ୧ରେ ରେଳ ମନ୍ତ୍ରାଳୟର ତୃତୀୟ ମହଲାକୁ ଯାଇଥିଲେ। ଅନ୍ୟଜଣେ ରେଲଓ୍ୱେ ବୋର୍ଡ ବୈଠକରେ ମେ’ ୨୧ରେ ଯୋଗଲ ଦେଇଥିବା ରେଳ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୪ ଅଫିସରଙ୍କୁ ଏବେ ଘରେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ […]

india-corona

india-corona

Subhransu Sekhar
  • Published: Thursday, 04 June 2020
  • Updated: 04 June 2020, 08:41 PM IST

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟର ଆଉ ଦୁଇ ଜଣ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇଲେ ରେଳ ମନ୍ତ୍ରାଳୟର ମୋଟ୍ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜୁନ୍ ୧ରେ ରେଳ ମନ୍ତ୍ରାଳୟର ତୃତୀୟ ମହଲାକୁ ଯାଇଥିଲେ। ଅନ୍ୟଜଣେ ରେଲଓ୍ୱେ ବୋର୍ଡ ବୈଠକରେ ମେ’ ୨୧ରେ ଯୋଗଲ ଦେଇଥିବା ରେଳ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୪ ଅଫିସରଙ୍କୁ ଏବେ ଘରେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story