୨,୩୭୬ଟି ଷ୍ଟେସନରେ ନାହିଁ ସର୍ବନିମ୍ନ ସୁବିଧା

ନୂଆଦିଲ୍ଲୀ: ୨,୩୭୬ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ ନାହିଁ। ବୁଧବାର ଏହା ସ୍ୱୀକାର କରିଛନ୍ତି ଖୋଦ୍‌ କେନ୍ଦ୍ର ସରକାର। ଦେଶର ୮,୪୭୨ଟି ଷ୍ଟେସନରୁ ୨,୩୭୬ଟି ଷ୍ଟେସନରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ନ ଥିବା ଲୋକସଭାରେ କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ଦେଶର ଏହି ଷ୍ଟେସନଗୁଡିକରେ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା କାର୍ଯ୍ୟ ଏବେ ଜାରି ରହିଛି।  ପ୍ରଶ୍ନକାଳ ସମୟରେ ସେ କହିଛନ୍ତି,“ଯାତ୍ରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ […]

manoj-sinha-railway-minister

manoj-sinha-railway-minister

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 11:37 AM IST

Sports

Latest News

ନୂଆଦିଲ୍ଲୀ: ୨,୩୭୬ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ ନାହିଁ। ବୁଧବାର ଏହା ସ୍ୱୀକାର କରିଛନ୍ତି ଖୋଦ୍‌ କେନ୍ଦ୍ର ସରକାର।

ଦେଶର ୮,୪୭୨ଟି ଷ୍ଟେସନରୁ ୨,୩୭୬ଟି ଷ୍ଟେସନରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ନ ଥିବା ଲୋକସଭାରେ କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ଦେଶର ଏହି ଷ୍ଟେସନଗୁଡିକରେ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା କାର୍ଯ୍ୟ ଏବେ ଜାରି ରହିଛି।

 ପ୍ରଶ୍ନକାଳ ସମୟରେ ସେ କହିଛନ୍ତି,“ଯାତ୍ରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରେଳ ବଜେଟରେ ବ୍ୟୟବରାଦ କରାଯାଇଛି। ଏହା ଖୁବ ଶୀଘ୍ର ତ୍ୱରାନ୍ୱିତ କରାଯିବ।”

ଏନେଇ ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି,“ଭାରତୀୟ ରେଳ ପକ୍ଷରୁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଚେଷ୍ଠା କରାଯାଉଛି। କିନ୍ତୁ ଯେଉଁ କାରଣରୁ ଏହି ଷ୍ଟେସନରେ ସର୍ବନିମ୍ନ ସୁବିଧା ମିଳୁ ନାହିଁ ତା’ର ପ୍ରତିକାର ବ୍ୟବସ୍ଥା କରାଯାଉଛି। ବାର୍ଷିକ ଆୟ ଓ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ରେଳଷ୍ଟେସନ ଗୁଡିକୁ ୭ ଭାଗରେ ବିଭକ୍ତ କରାଯାଇଛି। ସେମାନଙ୍କୁ ବିଭିନ୍ନ ବର୍ଗୀକରଣ କରାଯାଇ ଏହି ସୁବିଧା ସବୁ ଯୋଗାଇ ଦିଆଯାଇଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story