୨୬/୧୧ର ମାଷ୍ଟରମାଇଣ୍ଡ୍ ଜାକିଉର ରେହମାନକୁ ୧୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ଟେରର୍ ଫଣ୍ଡିଂ ମାମଲାରେ ଗିରଫ ହୋଇଥିବା ଲସ୍କର-ଏ-ତୋଏବାର କୁଖ୍ୟାତ ଆତଙ୍କବାଦୀ ଜାକିଉର୍ ରେହମାନ ଲଖବୀକୁ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଛି। ଆଜି ଲାହୋରର ଆଣ୍ଟି ଟେରୋରିଜମ୍ କୋର୍ଟରେ ଜାକିଉରକୁ ଦୋଷୀ ଘୋଷିତ କରିବା ସହ ତା ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଜାକିଉର ରେହମାନ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଡ ଥିଲା। କେବଳ ମୁମ୍ବାଇ ଆକ୍ରମଣ ନୁହେଁ, ଜାକିଉର୍ ବିରୋଧରେ ଆତଙ୍କୀବାଦକୁ ଫଣ୍ଡିଂ କରିବାର ମାମଲା […]

zakiur

zakiur

Ranjit Kumar Jena
  • Published: Friday, 08 January 2021
  • Updated: 08 January 2021, 04:44 PM IST

Sports

Latest News

ନୂଆଦିଲ୍ଲୀ: ଟେରର୍ ଫଣ୍ଡିଂ ମାମଲାରେ ଗିରଫ ହୋଇଥିବା ଲସ୍କର-ଏ-ତୋଏବାର କୁଖ୍ୟାତ ଆତଙ୍କବାଦୀ ଜାକିଉର୍ ରେହମାନ ଲଖବୀକୁ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଛି। ଆଜି ଲାହୋରର ଆଣ୍ଟି ଟେରୋରିଜମ୍ କୋର୍ଟରେ ଜାକିଉରକୁ ଦୋଷୀ ଘୋଷିତ କରିବା ସହ ତା ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଜାକିଉର ରେହମାନ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଡ ଥିଲା।

କେବଳ ମୁମ୍ବାଇ ଆକ୍ରମଣ ନୁହେଁ, ଜାକିଉର୍ ବିରୋଧରେ ଆତଙ୍କୀବାଦକୁ ଫଣ୍ଡିଂ କରିବାର ମାମଲା ମଧ୍ୟ ରହିଛି। ସେ ଡିସେପେନ୍ସରୀ ନାମରେ ଫଣ୍ଡ୍ ସଂଗ୍ରହ କରୁଥିଲା ଏବଂ ଏହାକୁ ସେ ଆତଙ୍କବାଦୀଙ୍କ କାମ ପାଇଁ ବ୍ୟବହାର କରୁଥିଲା। ଅର୍ଥାତ୍ ମୋଟାମୋଟି ଭାବେ କହିବାକୁ ଗଲେ ସେ ଏହି ଫଣ୍ଡକୁ ଆତଙ୍କୀ ସଂଗଠନକୁ ଅଧି ସୁଦୃଢ଼ କରିବା ପାଇଁ ବିନିଯୋଗ କରୁଥିଲା।

ଆମେରିକା ଦ୍ବାରା ଆତଙ୍କୀ ଘୋଷିତ ହେବା ସତ୍ତ୍ୱେ ଜାକିଉରକୁ ଗିରଫ କରାଯାଉନଥିଲା। କିନ୍ତୁ ଆଗାମୀ ଦିନରେ ହେବାକୁ ଥିବା ଫାନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ର ବୈଠକ ପୂର୍ବରୁ ପାକିସ୍ତାନ ଆକ୍ସନ୍ କଡ଼ା ପଦକ୍ଷେପ ଉଠାଇବା ସହ ଜାକିଉରକୁ ଗିରଫ କରିଥିଲା। ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲାରେ ହଫିଜ୍ ସଇଦ ସହ ଜାକିଉର୍ ମଧ୍ୟ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ଜାକିଉରକୁ ଜେଲ୍ ହୋଇଥିଲା, କିନ୍ତୁ ସେ ୨୦୧୫ରୁ ଜାମିନ୍ ପାଇ ବାହାରେ ବୁଲୁଛି। କିନ୍ତୁ ନିକଟରେ ତା'ର ଗିରଫଦାରୀକୁ ନେଇ ଆମେରିକା ଖୁସି ପ୍ରକଟ କରିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ FATFର ବୈଠକ ହେବ। ଏହି ସଂସ୍ଥା ଆତଙ୍କୀ ବିରୋଧରେ ଲଢ଼ିବା ପାଇଁ ଦେଶଗୁଡ଼ିକୁ ଟଙ୍କା ପ୍ରଦାନ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story