ବିଦ୍ୟୁତ ତାର ଲାଗି ୩ ହାତୀ ମୃତ

କୋଲକାତା: ପୁଣିଥରେ ବିପଦରେ ପଡ଼ିଛନ୍ତି ଗଜରାଜ। ଆଜି ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ବିଦ୍ୟୁତ ତାର ଲାଗି ୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ବିନପୁର ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ସାତବାକି ଅଞ୍ଚଳରେ ୨୦ଟି ହାତୀ ଯାଉଥିଲେ। ଏହି ସମୟରେ ଏମାନଙ୍କ ମଧ୍ୟରୁ ୩ଟି ହାତୀ ଝୁଲନ୍ତା ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ଗ୍ରାମବାସୀମାନେ ହାତୀ ଗୁଡ଼ିକର ମୃତଦେହ ଦେଖି ଜଙ୍ଗଲ ବିଭାଗକୁ ସୂଚନା ଦେଇଥିଲେ। ଡିଏଫ୍‌ଓ ଘଟଣାକୁ ଗୁରୁତ୍ୱର […]

uy

uy

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 04:31 PM IST

Sports

Latest News

କୋଲକାତା: ପୁଣିଥରେ ବିପଦରେ ପଡ଼ିଛନ୍ତି ଗଜରାଜ। ଆଜି ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ବିଦ୍ୟୁତ ତାର ଲାଗି ୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ବିନପୁର ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ସାତବାକି ଅଞ୍ଚଳରେ ୨୦ଟି ହାତୀ ଯାଉଥିଲେ।

ଏହି ସମୟରେ ଏମାନଙ୍କ ମଧ୍ୟରୁ ୩ଟି ହାତୀ ଝୁଲନ୍ତା ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ଗ୍ରାମବାସୀମାନେ ହାତୀ ଗୁଡ଼ିକର ମୃତଦେହ ଦେଖି ଜଙ୍ଗଲ ବିଭାଗକୁ ସୂଚନା ଦେଇଥିଲେ। ଡିଏଫ୍‌ଓ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story