ଖେଳୁ ଖେଳୁ ପଡ଼ିଗଲା, ସବୁଦିନ ପାଇଁ ଚାଲିଗଲା

ରାଜକୋଟ: ରାଜକୋଟ ସହରର ଶାସ୍ତ୍ରୀ ନଗର ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୩ ବର୍ଷର ଶିଶୁପୁତ୍ରର ଜୀବନ ଚାଲିଯାଇଛି ଟୟ ଟ୍ରେନ୍‌ର ଚକାତଳେ। ଯାହାକୁ ନେଇ ସାରା ସହରରେ ଶୋକର ଛାୟା ଖେଳିଯାଇଛି। ଏଠାରେ ଏକ ମେଳା ଚାଲିଥିବା ବେଳେ ଭଳିକି ଭଳି ଦୋକାନ ବଜାର ସାଙ୍ଗକୁ ଠିଆ ହୋଇଥିଲା ରାମଦୋଳୀ ଆଉ ପିଲାଙ୍କ ପାଇଁ ଟୟ ଟ୍ରେନ୍‌। ହେଲେ ମେଳା ଆୟୋଜକଙ୍କ ଅସାବଧାନତା ଯୋଗୁ ଏଭଳି ଘଟଣା ଘଟିଛି ବୋଲି […]

bapa

bapa

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 06:51 PM IST

Sports

Latest News

ରାଜକୋଟ: ରାଜକୋଟ ସହରର ଶାସ୍ତ୍ରୀ ନଗର ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୩ ବର୍ଷର ଶିଶୁପୁତ୍ରର ଜୀବନ ଚାଲିଯାଇଛି ଟୟ ଟ୍ରେନ୍‌ର ଚକାତଳେ। ଯାହାକୁ ନେଇ ସାରା ସହରରେ ଶୋକର ଛାୟା ଖେଳିଯାଇଛି।

ଏଠାରେ ଏକ ମେଳା ଚାଲିଥିବା ବେଳେ ଭଳିକି ଭଳି ଦୋକାନ ବଜାର ସାଙ୍ଗକୁ ଠିଆ ହୋଇଥିଲା ରାମଦୋଳୀ ଆଉ ପିଲାଙ୍କ ପାଇଁ ଟୟ ଟ୍ରେନ୍‌। ହେଲେ ମେଳା ଆୟୋଜକଙ୍କ ଅସାବଧାନତା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଶ୍ରମଜୀବୀ ସୋସାଇଟିରେ ରହୁଥିବା ବିଜୟ ଭାଇ ଗୁଜୁରାଟିଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ। ସମସ୍ତେ ମିଶି ଶୁକ୍ରବାର ମେଳା ଦେଖିବାକୁ ଯାଇଥିଲେ। ସେଠାରେ ୩ ବର୍ଷିୟ ପୁଅ ଜୟ ଜମ୍ପିଙ୍ଗ୍‌ ଗେମ୍‌ ଖେଳୁଥିବା ବେଳେ ତାର ଦୁଇ ଭଉଣୀ ଅନ୍ୟ ଖେଳରେ ମାତିଥିଲେ। ହେଲେ ଜୟ ହଠାତ୍‌ ଡେଉଁ ଡେଉଁ ପାଖରେ ଥିବା ଟୟ ଟ୍ରେନ୍‌ ସମ୍ମୁଖରେ ପଡି ଯାଇଥିଲା। ଫଳରେ ତା ମୁଣ୍ଡ ତଳେ ତଳେ ଚାପି ହୋଇ  ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story