ଓଲଟିପଡ଼ିଲା ମୋଦିଙ୍କ ସଭାକୁ ଯାଉଥିବା ବସ୍‌

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେବାକୁ ଯାଉଥିବାବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିରେ ୩୫ ଜଣ ଆହତ ହୋଇଥିବାବେଳେ ୫ ଜଣଙ୍କର ସ୍ଥିତି ସାଂଘାତିକ ରହିଛି। ହିମାଚଳପ୍ରଦେଶରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। #HimachalPradesh: 35 students injured in school bus accident near Lunj in Kangra; injured students admitted to a hospital pic.twitter.com/ctng6b8sMa — […]

bus

bus

Subrat Kumar Nayak
  • Published: Thursday, 27 December 2018
  • Updated: 27 December 2018, 01:32 PM IST

Sports

Latest News

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେବାକୁ ଯାଉଥିବାବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିରେ ୩୫ ଜଣ ଆହତ ହୋଇଥିବାବେଳେ ୫ ଜଣଙ୍କର ସ୍ଥିତି ସାଂଘାତିକ ରହିଛି। ହିମାଚଳପ୍ରଦେଶରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
https://twitter.com/ANI/status/1078181634007097344
ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଆହତଙ୍କୁ ଟାଣ୍ଡା ପଠାଇଦିଆଯାଇଛି। ହିମାଚଳପ୍ରଦେଶର ସମଲେଟାରେ ଏହି ଘଟଣା ଘଟିଛି।
କୁହାଯାଉଛି ସୁରିୟାର କମ୍ପ୍ୟୁଟର ସେଣ୍ଟରରେ କୌଶଳ ବିକାଷ ତାଲିମ ନେଉଥିବା ଛାତ୍ରଛାତ୍ରୀମାନେ ସେଠାରେ ଯୋଗଦେବାକୁ ଯାଉଥିଲେ।

୩୨ ଜଣିଆ ଏହି ବସ୍‌ରେ ୪୫ ଜଣ ଲୋକ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story