କୁକୁର, ବିଲେଇ ମାଂସ ଖାଇଲେ ୩,୫୦,୦୦୦ ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌  ପକ୍ଷରୁ ବୁଧବାର ଏକ ବିଲ୍‌ ପାସ ହୋଇଛି। ଏଥିରେ ମଣିଷ ଖାଦ୍ୟ ଭାବେ କୁକୁର ଏବଂ ବିଲେଇକୁ ହତ୍ୟା କରିବାକୁ ବାରଣ କରାଯାଇଛି । ଯଦି କେହି କୁକୁର ଏବଂ ବିଲେଇକୁ ହତ୍ୟା କରନ୍ତି ତେବେ ୫୦୦ ଆମେରିକୀୟ ଡଲାର ଜରିମାନା କରାଯିବ। ଯାହା ଭାରତୀୟ ମୁଦ୍ରାରେ 3,50,000 ଟଙ୍କା ହେବ। ମୁଖ୍ୟତଃ କୁକୁର ଏବଂ ବିଲେଇ ମାଂସକୁ ଖାଇଲେ ଏମିତି ତଣ୍ଡ ଗଣିବାକୁ ପଡ଼ିବ।  ଏନେଇ କୁକୁର ଏବଂ […]

dog

dog

Tapas Behera
  • Published: Thursday, 13 September 2018
  • Updated: 13 September 2018, 08:45 AM IST

ନୂଆଦିଲ୍ଲୀ: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌  ପକ୍ଷରୁ ବୁଧବାର ଏକ ବିଲ୍‌ ପାସ ହୋଇଛି। ଏଥିରେ ମଣିଷ ଖାଦ୍ୟ ଭାବେ କୁକୁର ଏବଂ ବିଲେଇକୁ ହତ୍ୟା କରିବାକୁ ବାରଣ କରାଯାଇଛି । ଯଦି କେହି କୁକୁର ଏବଂ ବିଲେଇକୁ ହତ୍ୟା କରନ୍ତି ତେବେ ୫୦୦ ଆମେରିକୀୟ ଡଲାର ଜରିମାନା କରାଯିବ। ଯାହା ଭାରତୀୟ ମୁଦ୍ରାରେ 3,50,000 ଟଙ୍କା ହେବ। ମୁଖ୍ୟତଃ କୁକୁର ଏବଂ ବିଲେଇ ମାଂସକୁ ଖାଇଲେ ଏମିତି ତଣ୍ଡ ଗଣିବାକୁ ପଡ଼ିବ।  ଏନେଇ କୁକୁର ଏବଂ ବିଲେଇ ମାଂସକୁ ବାରଣ ନେଇ ଏକ ବିଲ୍‌ ପାସ କରାଯାଇଛି।

ଖାଲି ସେତିକି ନୁହଁ କୁକୁର ଓ ବିଲେଇ ମାଂସକୁ ବହୁଳ ଭାବେ ବ୍ୟବହାର କରୁଥିବା ଦେଶମାନଙ୍କୁ ମଧ୍ୟ ଏଥିପ୍ରତି ସମ୍ବେଦନଶୀଳ ହେବାକୁ ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ବିଶେଷ କରି ଚୀନ୍‌ ଓ ଦକ୍ଷିଣ କୋରିଆକୁ କୁକୁର ଓ ବିଲେଇ ମାଂସ ବ୍ୟବସାୟ ଉପରେ ରୋକ୍‌ ଲଗାଇ ପାଇଁ ଅନୁରୋଧ କରାଯିବ ବୋଲି ହାଉସ୍‌ ଅଫ୍‌ ରିପ୍ରେଜେନଟେଟିଭ୍‌ରେ ଆଲୋଚନା କରାଯାଇଛି।

କଂଗ୍ରେସର ଜଣେ ସଦସ୍ୟ କଲାଉଡିଆ ଟେନି କହିଛନ୍ତି ଯେ, ଦିନକୁ ଦିନ କୁକୁରଙ୍କ ସଂଖ୍ୟା କମୁଥିବାରୁ ପରିବେଶରେ ଏକ ଜୈବିକ ଅସନ୍ତୁଳନ ସୃଷ୍ଟି ହେଉଛି। ସେ କହିଛନ୍ତି ଯେ, ଚୀନ୍‌ରେ ପ୍ରତି ବର୍ଷ କୋଟିଏ କୁକୁରଙ୍କୁ ହତ୍ୟା କରାଯାଉଛି। ମଣିଷ ନିଜ ରୁଚି ଆଉ ପସନ୍ଦ ପାଇଁ ପଶୁମାନଙ୍କୁ ହତ୍ୟା କରି ସେମାନଙ୍କ ପ୍ରତି କ୍ରୁର ଅତ୍ୟାଚାର କରୁଛି।

ତେଣୁ କୁକୁର ଓ ବିଲେଇମାନଙ୍କ ସୁରକ୍ଷା ପାଇଁ ଏମାନଙ୍କ ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚୀନ୍‌, ଥାଇଲାଣ୍ଡ, ଭାରତ, ଦକ୍ଷିଣ କୋରିଆରେ ଆଇନ୍ ପାସ୍‌ କରିବା ପାଇଁ ଏଠାରେ ଆଲୋଚନା କରାଯାଇଥିଲା।

ସୌଜନ୍ୟ: ଏନ୍‌ଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story