୪୮ ଘଣ୍ଟାରେ ବିହାରରେ ୩୬ ଛୋଟ ପିଲାଙ୍କ ମୃତ୍ୟୁ

ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ୪୮ ଘଣ୍ଟାରେ ୩୬ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଛି। ଏବେ ୧୩୩ ଜଣ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କ ବୟସ ୧୫ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। […]

36 children succumb to aes in last 48 hours in bihar

Subhransu Sekhar
  • Published: Wednesday, 12 June 2019
  • Updated: 12 June 2019, 11:48 AM IST

Sports

Latest News

ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ୪୮ ଘଣ୍ଟାରେ ୩୬ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଛି। ଏବେ ୧୩୩ ଜଣ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କ ବୟସ ୧୫ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି।

୯୦ ପ୍ରତିଶତ ମୃତ୍ୟୁ ଏହି ହାଇପୋଗ୍ଲାଇସିମିଆ ପାଇଁ ହୋଇଛି। ତେଣୁ ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି ବୋଲି ବିହାରର ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଏସକେ ସାହି କହିଛନ୍ତି। ଏବେ ମୁଜାଫରନଗରରେ ଥିବା ସମସ୍ତ ଘରୋଇ ହସ୍ପିଟାଲ ଏବଂ ସରକାରୀ ଡାକ୍ତରଖାନାର ବେଡ୍ ଭର୍ତ୍ତି ହୋଇଯାଇଥିବା ସୂଚନା ରହିଛି।

ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଛୋଟ ଛୁଆଙ୍କୁ ପ୍ରଥମେ ଜ୍ୱର ହେଉଛି ଏହାର ପ୍ରଭାବରେ ରୋଗୀ ପାଖରେ ମାନସିକ ଅସ୍ଥିରତା, କୋମା, ବିଚଳିତ ହେବା ଆଦି  ଲକ୍ଷଣ ଦେଖିବାକୁ ମିଳିଛି।

ଗତବର୍ଷ ତୁଳନାରେ ଚଳିତଥର ଏହି ଏଇଏସ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଲୋକମାନେ ଏହି ରୋଗ ବାବଦରେ ସଚେତନ ହୋଇନଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସୂଚନାଯୋଗ୍ୟ ଯେ ଖାଲି ପେଟରେ ରହିବା ଦ୍ୱାରା ହାଇପୋଗ୍ଲାଇସିମିଆ ରୋଗ ହୋଇଥାଏ। ଏବେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ମୁଜାଫରନଗର ଯାଇ ସ୍ଥିତିର ସମୀକ୍ଷା କରୁଥିବା ଜଣାପଡ଼ିଛି।

କଲେଜର କ୍ରିଟିକାଲ କେୟାର ୟୁନିଟର ମୁଖ୍ୟ ଡାକ୍ତର ଗୋପାଲ ସାହନୀ ତିନି ଦିନ ତଳେ କହିଥିଲେ ତାପମାତ୍ରା ଓ ଆର୍ଦ୍ରତା ବଢ଼ିବା କାରଣରୁ ମଣିଷ ଶରୀରରେ ଥିବା ଝାଳ ବାହାରିପାରେ ନାହିଁ। କିଛି ଦିନ ହେବ ଆଦ୍ରର୍ତା ୫୦ ପ୍ରତିଶତର ଅଧିକ ରହିଛି। ଛୋଟ ଛୁଆଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବାରୁ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story