ତୃତୀୟ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଗୁଜରାଟ ୨୬ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ପହଞ୍ଚି ସକାଳେ ମତଦାନ କରିଛନ୍ତି। ଭୋଟ ଦେବା ପୂର୍ବରୁ ମୋଦି ତାଙ୍କ ମା’ […]

modi vote

modi vote

Subhransu Sekhar
  • Published: Tuesday, 23 April 2019
  • Updated: 23 April 2019, 11:55 AM IST

Sports

Latest News

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି।

ଗୁଜରାଟ ୨୬ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ପହଞ୍ଚି ସକାଳେ ମତଦାନ କରିଛନ୍ତି। ଭୋଟ ଦେବା ପୂର୍ବରୁ ମୋଦି ତାଙ୍କ ମା’ ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମୋଦିଙ୍କୁ ତାଙ୍କ ମା’ ବିଜୟର ଟୀକା ଲଗାଇ ମିଠା ଖୁଆଇଥିଲେ। ଏହାପରେ ମୋଦି ବି ନିଜ ହାତରେ ମାଆଙ୍କୁ ମିଠା ଖୁଆଇଥିଲେ।

ଭୋଟ ଦେବାପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଦେଶର ସମସ୍ତ ନାଗରିକ ଏହି ନିର୍ବାଚନର ଏହି ମହାପର୍ବରେ ସାମିଲ ହୁଅନ୍ତୁ। ନୂଆ ଭୋଟରଙ୍କୁ ଶତ ପ୍ରତିଶତ ମତଦାନ ଦେବା ପାଇଁ ଆହ୍ୱାନ କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବା ପାଇଁ କହିଥିଲେ।

ସେହିପରି ମୋଦିଙ୍କ ମାଆ ହୀରାବେନ ଅହମଦାବାଦର ରାଇସନ ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।  ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ଅମିତ ଶାହ ମଧ୍ୟ ଅହମଦାବାଦର ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ତାଙ୍କ ସ୍ତ୍ରୀ ରାଜକୋଟ ଲୋକସଭା ଆସନ ପାଇଁ ଅନୀଲ ଜ୍ଞାନ ମନ୍ଦିର ସ୍କୁଲକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି।

ସେହିପରି ବିଶିଷ୍ଟ ସମାଜସେବୀ ଆନ୍ନା ହାଜାରେ ମହାରାଷ୍ଟ୍ରର ଅହମେଦନଗର ଜିଲ୍ଲାର ରାଲେଗାଁ ସିଦ୍ଧିରେ ଥିବା ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ସୁରେନ୍ଦ୍ରନଗର ଲୋକସଭା ଆସନ ପାଇଁ ୨୫୨/୩୫୫ ବୁଥରେ ଯାଇ ମତାଧିକାର ସାବ୍ୟସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story