ଅଭିନେତ୍ରୀଙ୍କୁ ଧମକ ଅଭିଯୋଗରେ ୪ ଗିରଫ

କୋଚି: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଶାମ୍ନା କସିମଙ୍କୁ ଧମକ ଏବଂ ବ୍ଲାକମେଲିଂ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି। କେରଳ ପୁଲିସ ଆଜି ୪ ଦୁର୍ବୃତ୍ତଙ୍କୁ ଆଜି ଗିରଫ କରିଛି। ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କ ପ୍ରଥମେ ଜଣେ ଡ୍ୟାନସର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ସଫଳ ହେବା ପରେ ଟିଭି ପରଦାରେ ମଧ୍ୟ ସଫଳ ହୋଇଥିଲେ। ୨୦୦୪ରେ ସେ ପ୍ରଥମେ ସିନେମାରେ ପାଦ ଥାପିଥିଲେ। ଏଯାବତ ୪୦ରୁ ଅଧିକ […]

Shamna Kasim

Shamna Kasim

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 04:23 PM IST

Sports

Latest News

କୋଚି: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଶାମ୍ନା କସିମଙ୍କୁ ଧମକ ଏବଂ ବ୍ଲାକମେଲିଂ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି। କେରଳ ପୁଲିସ ଆଜି ୪ ଦୁର୍ବୃତ୍ତଙ୍କୁ ଆଜି ଗିରଫ କରିଛି।

ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କ ପ୍ରଥମେ ଜଣେ ଡ୍ୟାନସର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ସଫଳ ହେବା ପରେ ଟିଭି ପରଦାରେ ମଧ୍ୟ ସଫଳ ହୋଇଥିଲେ। ୨୦୦୪ରେ ସେ ପ୍ରଥମେ ସିନେମାରେ ପାଦ ଥାପିଥିଲେ। ଏଯାବତ ୪୦ରୁ ଅଧିକ ଦକ୍ଷିଣ ଭାରତ ଫିଲ୍ମରେ ଅଭିନୟ କରିସାରିଛନ୍ତି।

ନିକଟରେ ତାଙ୍କୁ ବ୍ଲାକମେଲିଂ ସହିତ ଧମକ ଅଭିଯୋଗ ଆସିଥିଲା। ଏହାପରେ ସେ ମାମଲା ଥାନାରେ ପହଞ୍ଚିଥିଲା। ମଦୁରାଇ ପୁଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ୍ କରିଛି। ଏବେ ସେମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେଇ ଜେରା କରୁଥିବା ସୂଚନା ରହିଛି। ତେବେ ପୁଲିସ ଅଧିକାରୀ ଜଣଙ୍କ ଗିରଫ ହୋଇଥିବା ୪ ଦୁର୍ବୃତ୍ତଙ୍କ ନାମ ପ୍ରକାଶ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story