ଡାକ୍ତରଖାନାରୁ ଖସି ପଳାଇଲେ ୫ କରୋନା ଆକ୍ରାନ୍ତ

ନାଗପୁର: ମହାରାଷ୍ଟ୍ରର ନାଗପୁର ଡାକ୍ତରଖାନାରୁ ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି ପଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସାରା ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ରୋଗୀଙ୍କୁ ଖୋଜିବା ପାଇଁ ଛାନଭିନ୍ ଚାଲିଛି। ନାଗପୁର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ୫ ଜଣ ରୋଗୀ ଲୁଚି ପଳାଇଛନ୍ତି। ଏହି ଖବର ଦେଇ ଜୋନାଲ ଡିସିପି ରାହୁଲ ମକନିକଟର କହିଛନ୍ତି, ପୋଲିସ ପକ୍ଷରୁ […]

Corona

Corona

Subhransu Sekhar
  • Published: Saturday, 14 March 2020
  • Updated: 14 March 2020, 04:59 PM IST

Sports

Latest News

ନାଗପୁର: ମହାରାଷ୍ଟ୍ରର ନାଗପୁର ଡାକ୍ତରଖାନାରୁ ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି ପଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସାରା ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ରୋଗୀଙ୍କୁ ଖୋଜିବା ପାଇଁ ଛାନଭିନ୍ ଚାଲିଛି।

ନାଗପୁର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ୫ ଜଣ ରୋଗୀ ଲୁଚି ପଳାଇଛନ୍ତି। ଏହି ଖବର ଦେଇ ଜୋନାଲ ଡିସିପି ରାହୁଲ ମକନିକଟର କହିଛନ୍ତି, ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ପୁରା ସହରରେ ହାଇଆଲର୍ଟ ଜାରି କରାଯାଇଛି। ରୋଗୀଙ୍କ ବାବଦରେ କୌଣସି ଖୋଜ୍ ଖବର ମିଳିନାହିଁ।

ଏହି ପାଞ୍ଚ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ କରୋନାରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ୧,୩୪ ୩୦୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ଭାରତରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story