ଆନ୍ଦୋଳନ ସ୍ଥଳରୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ୫ ଚାଷୀଙ୍କ ଜୀବନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୨୦ ଦିନ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ଏହି ଆନ୍ଦୋଳନରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ୫ ଜଣ ଚାଷୀ ଅଧା ରାସ୍ତାରେ ପ୍ରାଣ ହରାଇଛନ୍ତି। ଦୁଇଟି ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଚାଷୀ ହୃଦଘାତରେ ଆଖିବୁଜି ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଦିଲ୍ଲୀରୁ ପଞ୍ଜାବ ଯାଉଥିବା ବେଳେ ଅଧବାଟରେ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ […]

frr

frr

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 10:08 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୨୦ ଦିନ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ଏହି ଆନ୍ଦୋଳନରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ୫ ଜଣ ଚାଷୀ ଅଧା ରାସ୍ତାରେ ପ୍ରାଣ ହରାଇଛନ୍ତି। ଦୁଇଟି ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଚାଷୀ ହୃଦଘାତରେ ଆଖିବୁଜି ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଦିଲ୍ଲୀରୁ ପଞ୍ଜାବ ଯାଉଥିବା ବେଳେ ଅଧବାଟରେ ଏଭଳି ଅଘଟଣ ଘଟିଛି।

ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ସବୁ ପ୍ରକାରର ସହାୟତା କରିବେ ବୋଲି ଘୋଷଣା କରିଛନ୍ତି। ଅମରିନ୍ଦର ସିଂହ କହିଛନ୍ତି, “ଆମର ୫ ଜଣ ଚାଷୀଙ୍କ ମୃତ୍ୟୁରେ ମୁଁ ଗଭୀର ଭାବେ ମର୍ମାହତ।

ଲବ ସିଂହ ଓ ଗୁରପ୍ରୀତ ସିଂହ କର୍ଣ୍ଣାଲରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୋହାଲି ନିକଟରେ ସୁଖଦେବ ସିଂହ ଓ ଦୀପ ସିଂହ ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି। ସେହିପରି ଦିଲ୍ଲୀରେ ମକ୍କନ ଖାନଙ୍କ ହୃଦଘାତରେ ଆମକୁ ଛାଡ଼ି ଚାଲିଯାଇଛନ୍ତି।”

ଲବ ଓ ଗୁରପ୍ରୀତ ସିଂହ ଟ୍ରାକ୍ଟରରେ ଫେରୁଥିବା ବେଳେ ତାଙ୍କ ଗାଡ଼ିକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ହରିଆଣାର କର୍ଣ୍ଣାଲ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଜଣେ ଚାଷୀ ଓ ଟ୍ରାକ୍ଟର ଟ୍ରଲିରେ ବସିଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି।

ଦ୍ୱିତୀୟ ଦୁର୍ଘଟଣା ପଞ୍ଜାବର ମୋହାଲିରେ ଘଟିଥିଲା। ଏଥିରେ ଦୁଇ ଜଣ ଚାଷୀ ପ୍ରାଣ ହରାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସେମାନେ ଗାଡ଼ିରେ ଫେରୁଥିବା ବେଳେ ଭାଗୋମଜ୍ରା ଠାରେ ଟ୍ରକ୍‌ ସହ ସେମାନଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସୁଖଦେବ ସିଂହ ଓ ଦୀପ ସିଂହଙ୍କ ମୃତ୍ୟୁ ଘଟିଥିଲା। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story