କାଜାଖାସ୍ତାନରେ ଆକ୍ରମଣ, ୪ ମୃତ, ଜଣେ ଗିରଫ

ଅଲ୍‌ମାଟି(କାଜାଖାସ୍ତାନ): କାଜାଖାସ୍ତାନର ରାଜଧାନୀ ଅଲ୍‌ମାଟିରେ ଏକ ପୋଲିସ ଷ୍ଟେସନରେ ଆଜି ସଶସ୍ତ୍ର ଆକ୍ରମଣ ଘଟି ୩ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। କାଜାଖାସ୍ତାନ ଆଭ୍ୟାନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ  ଏ ନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣେ ୨୭ ବର୍ଷୀୟ ଯୁବକ ଏହି ଆକ୍ରମଣ କରିଥିବା ଜଣାପଡିଛି।

4-killed-in-attacks-in-kazakhstan-s-financial-capital-almaty

4-killed-in-attacks-in-kazakhstan-s-financial-capital-almaty

Rakesh Mallick
  • Published: Monday, 18 July 2016
  • Updated: 04 May 2017, 03:44 PM IST

Sports

Latest News

ଅଲ୍‌ମାଟି(କାଜାଖାସ୍ତାନ): କାଜାଖାସ୍ତାନର ରାଜଧାନୀ ଅଲ୍‌ମାଟିରେ ଏକ ପୋଲିସ ଷ୍ଟେସନରେ ଆଜି ସଶସ୍ତ୍ର ଆକ୍ରମଣ ଘଟି ୩ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। କାଜାଖାସ୍ତାନ ଆଭ୍ୟାନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ  ଏ ନେଇ ସୂଚନା ଦିଆଯାଇଛି।

ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣେ ୨୭ ବର୍ଷୀୟ ଯୁବକ ଏହି ଆକ୍ରମଣ କରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos