୪୬ ବର୍ଷରେ ପଦାର୍ପଣ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୪୬ ବର୍ଷରେ  ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛୁମାନଙ୍କର ଅଭିନନ୍ଦନର ସୁଅ ଛୁଟିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‌ କରି ମୋଦି ରାହୁଲଙ୍କ ଦୀର୍ଘ ଜୀବନ ଓ ସୁସ୍ଥ ଶରୀର ପାଇଁ ପ୍ରାର୍ଥନା କରିଛନ୍ତି। ରାହୁଲଙ୍କ ଜନ୍ମ ଦିନ ପାଇଁ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶର ଆମେଥୀରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ୨୦୦୪ରେ […]

rahul gandhi

rahul gandhi

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 01:14 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୪୬ ବର୍ଷରେ  ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛୁମାନଙ୍କର ଅଭିନନ୍ଦନର ସୁଅ ଛୁଟିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‌ କରି ମୋଦି ରାହୁଲଙ୍କ ଦୀର୍ଘ ଜୀବନ ଓ ସୁସ୍ଥ ଶରୀର ପାଇଁ ପ୍ରାର୍ଥନା କରିଛନ୍ତି।

ରାହୁଲଙ୍କ ଜନ୍ମ ଦିନ ପାଇଁ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶର ଆମେଥୀରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ୨୦୦୪ରେ ସାଂସଦ ହୋଇଥିଲେ। ଆସନ୍ତା ବର୍ଷ ରାହୁଲଙ୍କ ସାମ୍ନାରେ ବହୁ  ଚ୍ୟାଲେଞ୍ଚ ରହିଛି। ୨୦୧୭ ମସିହା ଆରମ୍ଭରୁ କଂଗ୍ରେସ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବ। ସେହିପରି ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ହିମାଚଳ ପ୍ରଦେଶ, ଗୁଜରାଟ ଓ ଗୋଆରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story