୫ ମାଓବାଦୀ ଗିରଫ୍

ରାଞ୍ଚି: ପୁଲିସ୍ ପାଞ୍ଚ ମାଓବାଦୀଙ୍କୁ ଗିରଫ୍ କରିଛି। ଶନିବାର ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରୁ ପୁଲିସ ଗିରଫ କରିଛି। ଗିରଫ ବେଳେ ଅନେକ ଅସ୍ତ୍ର ଶସ୍ତ୍ର ଗିରଫ ଜବତ କରିଛି। ପୁଲିସର ସୂଚନା ଅନୁଯାୟୀ ଗିରଫ ମାଓବାଦୀ ମାନେ ତ୍ରିତୀୟ ପ୍ରସ୍ତୁତି କମିଟି (ଟିପିସି)ର। ପୁଲିସ ଅଫିସର ଏଚପି ଜନାର୍ଦ୍ଦନ କହିଛନ୍ତି, ଗିରଫ ମାଓବାଦୀଙ୍କୁ ପାଖରୁ ବୁଲେଟ ସହିତ ରାଇଫଲ, ପିସ୍ତଲ ମଧ୍ୟ ତିନି ଜଣଙ୍କ ପାଖରୁ ଜବତ ହୋଇଛି। ଏହି ମାଓବାଦୀମାନେ ମନି ଲଣ୍ଡରିଂରେ ସାମିଲ ଅଛନ୍ତି। […]

mao-arrest

mao-arrest

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 03:24 PM IST

Sports

Latest News

ରାଞ୍ଚି: ପୁଲିସ୍ ପାଞ୍ଚ ମାଓବାଦୀଙ୍କୁ ଗିରଫ୍ କରିଛି। ଶନିବାର ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରୁ ପୁଲିସ ଗିରଫ କରିଛି। ଗିରଫ ବେଳେ ଅନେକ ଅସ୍ତ୍ର ଶସ୍ତ୍ର ଗିରଫ ଜବତ କରିଛି। ପୁଲିସର ସୂଚନା ଅନୁଯାୟୀ ଗିରଫ ମାଓବାଦୀ ମାନେ ତ୍ରିତୀୟ ପ୍ରସ୍ତୁତି କମିଟି (ଟିପିସି)ର।

ପୁଲିସ ଅଫିସର ଏଚପି ଜନାର୍ଦ୍ଦନ କହିଛନ୍ତି, ଗିରଫ ମାଓବାଦୀଙ୍କୁ ପାଖରୁ ବୁଲେଟ ସହିତ ରାଇଫଲ, ପିସ୍ତଲ ମଧ୍ୟ ତିନି ଜଣଙ୍କ ପାଖରୁ ଜବତ ହୋଇଛି। ଏହି ମାଓବାଦୀମାନେ ମନି ଲଣ୍ଡରିଂରେ ସାମିଲ ଅଛନ୍ତି। ଏହି ଗ୍ରୁପରେ ଆଉ କିଛି ସଦସ୍ୟ ରହିଛନ୍ତି ଯେଉଁମାନେ କି ଏମାନଙ୍କୁ ସୁରକ୍ଷା ଦେଉଥିଲେ ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story