ନଙ୍ଗାହାର ଅପରେସନରେ ୫୦ ଆତଙ୍କୀ ମୃତ, ୧୮ ଆହତ

କାବୁଲ:ନଙ୍ଗାହାର ମିଲିଟାରୀ ଅପରେସନରେ ୫୦ ଜଣ ଆତଙ୍କୀଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ପୂର୍ବରେ ଥିବା ନଙ୍ଗାହାର ପ୍ରଦେଶର ଅଚୀନ୍‌ ଜିଲ୍ଲାରେ ଆତଙ୍କବାଦୀ ଆଡ୍ଡା ଥିବା ନେଇ ଖବର ମିଳିବା ପରେ ସ୍ଥଳ ଓ ବାୟୁ ସେନାର ମିଳିତ ଉଦ୍ୟମରେ ଏହି ଅପରେସନ କରାଯାଇଥିଲା। ଗତରାତିରେ ହୋଇଥିବା ଏହି ମିଳିତ ଆକ୍ରମଣରେ ୧୮ ଜଣ ଆତଙ୍କୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଏକାଧିକ ସୁରକ୍ଷାକର୍ମୀ ମଧ୍ୟ […]

50 dead

50 dead

Rakesh Mallick
  • Published: Thursday, 21 July 2016
  • Updated: 04 May 2017, 03:44 PM IST

Sports

Latest News

କାବୁଲ:ନଙ୍ଗାହାର ମିଲିଟାରୀ ଅପରେସନରେ ୫୦ ଜଣ ଆତଙ୍କୀଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ପୂର୍ବରେ ଥିବା ନଙ୍ଗାହାର ପ୍ରଦେଶର ଅଚୀନ୍‌ ଜିଲ୍ଲାରେ ଆତଙ୍କବାଦୀ ଆଡ୍ଡା ଥିବା ନେଇ ଖବର ମିଳିବା ପରେ ସ୍ଥଳ ଓ ବାୟୁ ସେନାର ମିଳିତ ଉଦ୍ୟମରେ ଏହି ଅପରେସନ କରାଯାଇଥିଲା।

ଗତରାତିରେ ହୋଇଥିବା ଏହି ମିଳିତ ଆକ୍ରମଣରେ ୧୮ ଜଣ ଆତଙ୍କୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି।

ଆତଙ୍କବାଦୀଙ୍କ ଗୁଳିରେ ଏକାଧିକ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos