ଚୀନ୍‌: ଏପ୍ରିଲରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି ୫୩ ଜଣ

ବେଜିଂ: ଗତ ଏପ୍ରିଲ୍‌ ମାସରେ ଚୀନ୍‌ରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ବିପର୍ଯ୍ୟୟରେ ୫୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୫୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭୂମିକମ୍ପ, ମରୁଡି, ବନ୍ୟା, ଜଙ୍ଗଲ ନିଆଁ ଓ ଭୂସ୍ଖଳନ ଇତ୍ୟାଦି ରହିଛି। ଏନେଇ ଗତକାଲି ଚୀନ ସରକାର ଏକ ରିପୋର୍ଟରେ ଦର୍ଶାଇଥିଲେ । ଆଜି […]

53 killed in natural disasters in China in April

Rakesh Mallick
  • Published: Saturday, 14 May 2016
  • Updated: 04 May 2017, 03:44 PM IST

Sports

Latest News

ବେଜିଂ: ଗତ ଏପ୍ରିଲ୍‌ ମାସରେ ଚୀନ୍‌ରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ବିପର୍ଯ୍ୟୟରେ ୫୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୫୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭୂମିକମ୍ପ, ମରୁଡି, ବନ୍ୟା, ଜଙ୍ଗଲ ନିଆଁ ଓ ଭୂସ୍ଖଳନ ଇତ୍ୟାଦି ରହିଛି। ଏନେଇ ଗତକାଲି ଚୀନ ସରକାର ଏକ ରିପୋର୍ଟରେ ଦର୍ଶାଇଥିଲେ । ଆଜି ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚୀନ୍‌ରେ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ୫୩,୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ୨୮,୦୦୦ ଲୋକଙ୍କୁ ଅତି ଆବଶ୍ୟକ ଜରୁରୀକାଳୀନ ସୁବିଧା ପ୍ରଦାନ କରାଯାଇଛି। ବନ୍ୟାଯୋଗୁଁ ଚୀନ୍‌ ଦକ୍ଷିଣାଞ୍ଚଳରେ ୬,୦୦୦ ଘର ସମ୍ପୂର୍ଣ୍ଣ ନଷ୍ଟହୋଇଥିବା ସୂଚନା ମଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story