ସ୍ୱଦେଶ ଫେରିଲା କରୋନା! ଗୋଟିଏ ଦିନରେ ୫୭ ଆକ୍ରାନ୍ତ ଚିହ୍ନଟ

ବେଜିଂ: କରୋନାର ଖଳନାୟକ କୁହାଯାଉଥିବା ଚୀନ୍ ପୁଣି ଚିନ୍ତାରେ। ଏପ୍ରିଲ ମାସ ଅଧାରୁ କରୋନା ମୁକ୍ତ ହୋଇଛି ବୋଲି ଘୋଷଣା କରି ଶାନ୍ତିରେ ନିଃଶ୍ୱାସ ନେଉଥିବା ବେଜିଂକୁ ଘାରିଛି କରୋନାର ଘର ବାହୁଡ଼ା ଡର। ଗତ ୨୪ ଘଣ୍ଟାରେ ୫୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ଏବେ ଏଭଳି ଚିନ୍ତାରେ ରହିଛି। ଏବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମୁଖ୍ୟତଃ ରାଜଧାନୀ ବେଜିଂର ଦକ୍ଷିଣ ପ୍ରାନ୍ତର। ଦକ୍ଷିଣ ବେଜିଂର ଏକ ଆମିଷ ବଜାର ଏବଂ ପରିବା ବଜାରରୁ […]

coronavacB0000000000

coronavacB0000000000

Subhransu Sekhar
  • Published: Sunday, 14 June 2020
  • Updated: 14 June 2020, 04:05 PM IST

Sports

Latest News

ବେଜିଂ: କରୋନାର ଖଳନାୟକ କୁହାଯାଉଥିବା ଚୀନ୍ ପୁଣି ଚିନ୍ତାରେ। ଏପ୍ରିଲ ମାସ ଅଧାରୁ କରୋନା ମୁକ୍ତ ହୋଇଛି ବୋଲି ଘୋଷଣା କରି ଶାନ୍ତିରେ ନିଃଶ୍ୱାସ ନେଉଥିବା ବେଜିଂକୁ ଘାରିଛି କରୋନାର ଘର ବାହୁଡ଼ା ଡର। ଗତ ୨୪ ଘଣ୍ଟାରେ ୫୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ଏବେ ଏଭଳି ଚିନ୍ତାରେ ରହିଛି। ଏବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମୁଖ୍ୟତଃ ରାଜଧାନୀ ବେଜିଂର ଦକ୍ଷିଣ ପ୍ରାନ୍ତର।

ଦକ୍ଷିଣ ବେଜିଂର ଏକ ଆମିଷ ବଜାର ଏବଂ ପରିବା ବଜାରରୁ ଏହି ଘାତକ ଭାଇରସ ବ୍ୟାପିଥିବା କୁହାଯାଉଛି। ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ, ୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଆକ୍ରାନ୍ତ ବେଜିଂରେ ଘରୋଇ କ୍ୱାରେଣ୍ଟାଇନରେ ଥିବା ବେଳେ ଏଭଳି ଚିହ୍ନଟ ହୋଇଛନ୍ତି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବେଜିଂ ଲକଡାଉନ୍ ହେବ ବୋଲି ଆକଳନ କରାଯାଉଛି। ତେବେ ଲକଡାଉନ୍ ପୂର୍ବରୁ ବେଜିଂ ସରକାର ରାଜଧାନୀରେ ରହୁଥିବା ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଲୋକ ଲକଡାଉନ୍ ବେଳେ କିଭଳି ଖାଦ୍ୟ ପାଇବେ ସେ ନେଇ ସୁନିଶ୍ଚିତ କରିବାକୁ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁକ୍ରବାର ବେଜିଂରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୫୬ ଦିନ ପରେ ବେଜିଂରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କରୋନା ମୁକ୍ତ ହୋଇଥିବା ଚିନ୍ତା କରି ବେଜିଂରେ ଥିବା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁଟି ଦେଇଥିଲା ସ୍ଥାନୀୟ ପ୍ରଶାସନ। ଏବେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଛି। ଗତ ବର୍ଷ ଶେଷ ବେଳେ କରୋନା ଚୀନର ଉହାନରେ ପ୍ରଥମେ ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story