ଜେଏନ୍‌ୟୁଏସ୍‌ୟୁ ବୟକଟ୍‌ ସତ୍ତ୍ୱେ ହଷ୍ଟେଲ୍‌ ଫି’ ଭରିଲେ ୬୫% ଛାତ୍ରଛାତ୍ରୀ, ୯୫% ଦେଲେ ସେମିଷ୍ଟର ଶୁଳ୍କ

ନୂଆଦିଲ୍ଲୀ: ଜେଏନ୍‌ୟୁ ପ୍ରଶାସନ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ୬୫% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଦେଇସାରିଛନ୍ତି। ବର୍ତ୍ତମାନ ବିଭିନ୍ନ ହଷ୍ଟେଲରେ ୬,୪୫୦ ଛାତ୍ରଛାତ୍ରୀ ରହୁଛନ୍ତି। ଅନ୍ୟପକ୍ଷରେ ଫି ଭରିବା ପାଇଁ ଜାନୁଆରୀ ୧୭ ତାରିଖକୁ ଶେଷ ତାରିଖ ରଖାଯାଇଛି। ବାକି ଛାତ୍ରଛାତ୍ରୀ ଘରୁ ଫେରିବା ପରେ ଫି ଭରିବା ଆରମ୍ଭ କରିଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଡେ’ସ୍କଲାର ମାନଙ୍କ ମଧ୍ୟରୁ ୯୫% ଛାତ୍ରଛାତ୍ରୀ ନିଜର ସେମିଷ୍ଟର ଫି’ ଦେଇସାରିଛନ୍ତି। ପୂର୍ବରୁ ଶୀତକାଳୀନ ପଞ୍ଜିକରଣ […]

jnu

jnu

Subrat Kumar Nayak
  • Published: Friday, 17 January 2020
  • Updated: 17 January 2020, 04:46 PM IST

Sports

Latest News

ନୂଆଦିଲ୍ଲୀ: ଜେଏନ୍‌ୟୁ ପ୍ରଶାସନ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ୬୫% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଦେଇସାରିଛନ୍ତି। ବର୍ତ୍ତମାନ ବିଭିନ୍ନ ହଷ୍ଟେଲରେ ୬,୪୫୦ ଛାତ୍ରଛାତ୍ରୀ ରହୁଛନ୍ତି।

ଅନ୍ୟପକ୍ଷରେ ଫି ଭରିବା ପାଇଁ ଜାନୁଆରୀ ୧୭ ତାରିଖକୁ ଶେଷ ତାରିଖ ରଖାଯାଇଛି। ବାକି ଛାତ୍ରଛାତ୍ରୀ ଘରୁ ଫେରିବା ପରେ ଫି ଭରିବା ଆରମ୍ଭ କରିଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଡେ’ସ୍କଲାର ମାନଙ୍କ ମଧ୍ୟରୁ ୯୫% ଛାତ୍ରଛାତ୍ରୀ ନିଜର ସେମିଷ୍ଟର ଫି’ ଦେଇସାରିଛନ୍ତି।

ପୂର୍ବରୁ ଶୀତକାଳୀନ ପଞ୍ଜିକରଣ ପାଇଁ ଜାନୁଆରୀ ୧୫ ତାରିଖକୁ ଅନ୍ତିମ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେଣୁ ସେହିଦିନ ଶେଷ ସମୟରେ ପ୍ରବଳ ଭିଡ଼ ହୋଇଥିଲା। କିଛି ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍‌ର ଅବଧି ବଢ଼ାଇବାକୁ ଅନୁରୋଧ କରିବା ପରେ ପ୍ରଶାସନ ଆଉ ଦୁଇ ଦିନ ବଢ଼ାଇ ଦେଇଥିଲେ। ତେବେ ୧୭ ତାରିଖ ପରେ ମଧ୍ୟ ପଞ୍ଜିକରଣ କରିପାରିବେ, କିନ୍ତୁ ଏଥିପାଇଁ ଲେଟ୍‌ ଫି’ ଦେବାକୁ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ଏମ୍‌ ଜଗଦେଶ କୁମାର କହିଛନ୍ତି, “”ସମସ୍ତ ସ୍କୁଲ ଏବଂ ସେଣ୍ଟର ଟାଇମ୍‌ଟେବଲ ଘୋଷଣା କରିସାରିଛନ୍ତି। ଗତ ସେମିଷ୍ଟରରେ ଯେଉଁମାନେ ବିଭିନ୍ନ ଏକାଡେମିକ୍‌ ଆବଶ୍ୟକତା ପୂରଣ କରିପାରନଥିଲେ, ଏବେ ତାହା କରାଇବାକୁ ପ୍ରୟାସ ଚାଲିଛି। ବୃହତ୍‌ ସଂଖ୍ୟାରେ ଅଧ୍ୟାପକ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ସ୍ୱାର୍ଥ ରକ୍ଷା ପାଇଁ ପ୍ରୟାସରେ ଲାଗିଛନ୍ତି।

ଅନ୍ୟପକ୍ଷରେ ଜେଏନ୍‌ୟୁଏସ୍‌ୟୁ ପକ୍ଷରୁ କୁହାଯାଇଛି ଫି’ ବୃଦ୍ଧି ବିରୋଧରେ ଆମେ ଆଇନଗତ ସହାୟତା ନେବୁ। ତେଣୁ ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ସେମାନେ ବୟକଟ୍‌ ଚାଲୁ ରଖିବାକୁ ଜେଏନ୍‌ୟୁଏସ୍‌ୟୁ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story