ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୋଟ ୬୯୦ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପ୍ରାୟ ୨,୧୯୩ ଜଣଙ୍କୁ ଏହି ହିଂସାରେ ଜଡ଼ିତ ଥିବା ଅଭିଯୋଗରେ ଅଟକ ବା ଗିରଫ କରାଯାଇଛି। ଗତ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ କେବଳ ଆର୍ମସ ଆକ୍ଟ ଅଧୀନରେ ୪୮ଟି ମାମଲା ରୁଜୁ ହୋଇଥିବାବେଳେ ୫୦ ଜଣ ଅଟକ ଅଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ଏକ ଏସଆଇଟି ଗଠନ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଆପ ନେତା ତାହିର ହୁସେନ୍ ମଧ୍ୟ ଗିରଫ ହୋଇଥିଲେ। ତାହିର କହିଛନ୍ତି, ତାଙ୍କ ଘରକୁ ସେ ପୁଲିସ୍ ଜିମାରେ ଛାଡ଼ି ସେହି ଅଞ୍ଚଳରୁ ଚାଲିଯିବା ପରେ ଏହା ଦଙ୍ଗାକାରୀଙ୍କ ଦଖଲରେ ଥିଲା।
ତେବେ ତାହିରଙ୍କୁ ବର୍ତ୍ତମାନ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି। ତାଙ୍କୁ କ୍ରାଇମବ୍ରାଞ୍ଚ ରାଉଜ୍ ଆଭେନ୍ୟୁ କୋର୍ଟଠାରୁ ଗିରଫ କରିଛି। ସେ ଏହା ପୂର୍ବରୁ ଆତ୍ମସମର୍ପଣ କରିବାକୁ ଆସିଥିଲେ ହେଁ କୋର୍ଟ ଗ୍ରହଣ କରିନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର
ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।
National
ସମ୍ଭାଳି ପାରିଲେନି, ମଦ ଦୋକାନରେ ଚୋରି କରିବା ବେଳେ ପ୍ରବଳ ପିଇଦେଲ: ଆଉ ତା’ ପରେ...
ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା।
National
ବର୍ଷର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।
Politics
ବିଜେପିର ବଡ଼ ଦାବି: ବେଆଇନ ଭାବେ ଦିଲ୍ଲୀରେ ଭୋଟ ଦେଇଛନ୍ତି ଆପ୍ ସାଂସଦଙ୍କ ପତ୍ନୀ
ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀ ବେଆଇନ ଭାବେ ନୂଆଦିଲ୍ଲୀ ବିଧାନସଭା ଆସନରେ ନାଁ ପଞ୍ଜୀକରଣ କରି ଭୋଟ ଦେଇଥିଲେ ବୋଲି ବିଜେପି କହିଛି।
Politics
କେଜ୍ରିୱାଲଙ୍କୁ 'ନିର୍ବାଚନୀ ହିନ୍ଦୁ' କହି ଫଟୋ ପୋଷ୍ଟ କଲା ବିଜେପି
ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥି ମାନଙ୍କ ପାଇଁ ଦରମା ପ୍ରତିଶ୍ରୁତି ଦେଇଥିବା କେଜ୍ରିୱାଲଙ୍କୁ କଟାକ୍ଷ କରିଛି ବିଜେପି। ସମାଲୋଚନା କଲେ କେଜ୍ରିୱାଲ।