ଦିଲ୍ଲୀ ହିଂସା: ରୁଜୁ ହୋଇଛି ୬୯୦ ମାମଲା, ୨୧୯୩ ଜଣ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୋଟ ୬୯୦ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପ୍ରାୟ ୨,୧୯୩ ଜଣଙ୍କୁ ଏହି ହିଂସାରେ ଜଡ଼ିତ ଥିବା ଅଭିଯୋଗରେ ଅଟକ ବା ଗିରଫ କରାଯାଇଛି। ଗତ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ କେବଳ ଆର୍ମସ ଆକ୍ଟ ଅଧୀନରେ ୪୮ଟି ମାମଲା ରୁଜୁ ହୋଇଥିବାବେଳେ ୫୦ ଜଣ ଅଟକ ଅଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ଏକ ଏସଆଇଟି ଗଠନ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଆପ ନେତା […]

Delhi

Delhi

Subrat Kumar Nayak
  • Published: Saturday, 07 March 2020
  • Updated: 07 March 2020, 10:38 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୋଟ ୬୯୦ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପ୍ରାୟ ୨,୧୯୩ ଜଣଙ୍କୁ ଏହି ହିଂସାରେ ଜଡ଼ିତ ଥିବା ଅଭିଯୋଗରେ ଅଟକ ବା ଗିରଫ କରାଯାଇଛି। ଗତ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ କେବଳ ଆର୍ମସ ଆକ୍ଟ ଅଧୀନରେ ୪୮ଟି ମାମଲା ରୁଜୁ ହୋଇଥିବାବେଳେ ୫୦ ଜଣ ଅଟକ ଅଛନ୍ତି।

ଏହା ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ଏକ ଏସଆଇଟି ଗଠନ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଆପ ନେତା ତାହିର ହୁସେନ୍ ମଧ୍ୟ ଗିରଫ ହୋଇଥିଲେ। ତାହିର କହିଛନ୍ତି, ତାଙ୍କ ଘରକୁ ସେ ପୁଲିସ୍ ଜିମାରେ ଛାଡ଼ି ସେହି ଅଞ୍ଚଳରୁ ଚାଲିଯିବା ପରେ ଏହା ଦଙ୍ଗାକାରୀଙ୍କ ଦଖଲରେ ଥିଲା।

ତେବେ ତାହିରଙ୍କୁ ବର୍ତ୍ତମାନ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି। ତାଙ୍କୁ କ୍ରାଇମବ୍ରାଞ୍ଚ ରାଉଜ୍ ଆଭେନ୍ୟୁ କୋର୍ଟଠାରୁ ଗିରଫ କରିଛି। ସେ ଏହା ପୂର୍ବରୁ ଆତ୍ମସମର୍ପଣ କରିବାକୁ ଆସିଥିଲେ ହେଁ କୋର୍ଟ ଗ୍ରହଣ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story