୬ଟି ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ୬ଟି ରାଜ୍ୟରେ ନିଯୁକ୍ତି ପାଇଛନ୍ତି ନୂଆ ରାଜ୍ୟପାଳ। ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ଜାରି କରାପାଇଛି। ଝାଡ଼ଖଣ୍ଡର ରାଜ୍ୟପାଳ ଡକ୍ଟର ସୟିଦ ଅହମ୍ମଦଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ ଭାବେ ଓଡ଼ିଶା ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଅବସରପ୍ରାପ୍ତ ଲେଫଟନାଣ୍ଟ ଜେନେରାଲ ନିର୍ଭୟ ଶର୍ମାଙ୍କୁ ବଦଳି କରାଯାଇ ମିଜୋରାମ୍ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଅରୁଣାଚଳ […]

JharkhandGover

JharkhandGover

Rakesh Mallick
  • Published: Wednesday, 13 May 2015
  • Updated: 13 May 2015, 02:33 AM IST

Sports

Latest News

ନୂଆଦିଲ୍ଲୀ: ୬ଟି ରାଜ୍ୟରେ ନିଯୁକ୍ତି ପାଇଛନ୍ତି ନୂଆ ରାଜ୍ୟପାଳ। ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ଜାରି କରାପାଇଛି। ଝାଡ଼ଖଣ୍ଡର ରାଜ୍ୟପାଳ ଡକ୍ଟର ସୟିଦ ଅହମ୍ମଦଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ ଭାବେ ଓଡ଼ିଶା ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଅବସରପ୍ରାପ୍ତ ଲେଫଟନାଣ୍ଟ ଜେନେରାଲ ନିର୍ଭୟ ଶର୍ମାଙ୍କୁ ବଦଳି କରାଯାଇ ମିଜୋରାମ୍ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବ ଜେ.ପି ରାଜଖୱାଙ୍କୁ ନିଯୁକ୍ତି ମିଳିଛି। ତ୍ରିପୁରାରେ ତଥାଗତ ରୟ ଓ ମେଘାଳୟରେ ଭି. ଶାନମୁଗନାଥନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story