ଲିବ୍ୟାରେ କାମ କରୁଥିବା ୭ ଭାରତୀୟ ଅପହୃତ, ମୁକୁଳାଇବା ପାଇଁ ସରକାର କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: ଲିବ୍ୟାରୁ ୭ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ। ଗତ ମାସରୁ ସେମାନେ ଅପହରଣ ଶିକାର ହୋଇଥିବା ବେଳେ ଭାରତ ସରକାର ସମସ୍ତଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏନେଇ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସେମାନଙ୍କୁ କିଏ ଅପହରଣ କରିଛି, ତା’ର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଦିଅଯାଇ ନାହିଁ। ଅପହରଣର ଶିକାର ହୋଇଥିବା ୭ ଭାରତୀୟ ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ଉତ୍ତର ପ୍ରଦେଶର। ସେମାନେ ଲିବ୍ୟାରେ ଚାଲିଥିବା […]

l

l

Hemant Lenka
  • Published: Thursday, 08 October 2020
  • Updated: 08 October 2020, 10:41 PM IST

Sports

Latest News

ନୂଆଦିଲ୍ଲୀ: ଲିବ୍ୟାରୁ ୭ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ। ଗତ ମାସରୁ ସେମାନେ ଅପହରଣ ଶିକାର ହୋଇଥିବା ବେଳେ ଭାରତ ସରକାର ସମସ୍ତଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏନେଇ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସେମାନଙ୍କୁ କିଏ ଅପହରଣ କରିଛି, ତା’ର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଦିଅଯାଇ ନାହିଁ।

ଅପହରଣର ଶିକାର ହୋଇଥିବା ୭ ଭାରତୀୟ ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ଉତ୍ତର ପ୍ରଦେଶର। ସେମାନେ ଲିବ୍ୟାରେ ଚାଲିଥିବା ନିର୍ମାଣ କାମ ଓ ତୈଳ ଯୋଗାଣ କମ୍ପାନୀରେ କାମ କରୁଥିଲେ। ତେବେ ସେପ୍ଟେମ୍ବର ୧୪ରେ ଅଶ୍ୱାରିଫରୁ ସେମାନଙ୍କୁ କେହି ଅପହରଣ କରି ନେଇଛନ୍ତି।

ଏହି ୭ ଭାରତୀୟ ସ୍ୱଦେଶ ଫେରିବାର ଥିଲା। ଏଥିପାଇଁ ସମସ୍ତେ ଟ୍ରିପୋଲିରେ ଏୟାରପୋର୍ଟକୁ ଆସୁଥିଲେ। ଏହି ସମୟରେ ହିଁ ସେମାନଙ୍କୁ ଅପହରଣ କରି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଅପହୃତ ଭାରତୀୟଙ୍କୁ ମୁକୁଳାଇବା ପାଇଁ ଭାରତ ସରକାର ଲିବ୍ୟା ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସେହିପରି ଏକାଧିକ ଅନ୍ତର୍ଜାତୀୟ ସଂଗଠନ ସହ ମଧ୍ୟ ସମ୍ପର୍କ ସ୍ଥାପନ କରାଯାଇଛି। ତୁନିସିଆରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରଖିଛି।

ଅପହରଣର ଶିକାର ହୋଇଥିବା ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ଫଟୋ ଆମ ପାଖରେ ରହିଛି। ଭାରତ ସରକାର ମଧ୍ୟ ଅପହୃତଙ୍କ ପରିବାର ଲୋକଙ୍କ ଯୋଗାଯୋଗରେ ରହିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବା ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story