ବିଷ ପିଇଲେ ଗୋଟିଏ ପରିବାରର ୭ ସଦସ୍ୟ

ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଋଣ ବୋଝ ସମ୍ଭାଳି ନପାରିବାରୁ ସପରିବାର ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୁଲିସ କହିଛି। ଏଯାଏ କୌଣସି […]

sucide(1)

sucide(1)

Subhransu Sekhar
  • Published: Sunday, 13 October 2019
  • Updated: 13 October 2019, 03:28 PM IST

Sports

Latest News

ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଋଣ ବୋଝ ସମ୍ଭାଳି ନପାରିବାରୁ ସପରିବାର ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୁଲିସ କହିଛି। ଏଯାଏ କୌଣସି ସୁସାଇଡାଲ ନୋଟ୍ ମିଳିନାହିଁ।

ମୃତକମାନେ ହେଲେ ଠିକାଦାର ଗୋବିନ୍ଦସ୍ୱାମୀ (୬୫), ସ୍ତ୍ରୀ ସୁବାମଲ (୬୦), ପୁଅ ନାଗରାଜ(୩୫) ଏବଂ ରବି (୩୫)ଙ୍କର ମୃତ୍ୟୁ ଘଟିଛି। ଗୋବିନ୍ଦସ୍ୱାମୀଙ୍କ ଝିଅ କଲ୍ୟାଣୀ (୨୮), ନାତୁଣୀ ସର୍ବେଶ୍ୱରୀ (୮) ଏବଂ ୟୋଗପ୍ରିୟା (୬)ଙ୍କ ଅବସ୍ଥା ଗୁରୁତର ରହିଛି। ଏକ ସରକାରୀ ମେଡିକାଲ କଲେଜରେ ଏମାନଙ୍କ ଚିକିତ୍ସା ଚାଲିଛି।

କଲ୍ୟାଣୀଙ୍କ ସ୍ୱାମୀ ଅରୁମୁଗମ ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ ସେତେବେଳେ ଏହି ଘଟଣା ବାବଦରେ ଜଣାପଡ଼ିଥିଲା। ଅରୁମୁଗମ ସ୍ତ୍ରୀ କଲ୍ୟାଣୀ ଏବଂ ଦୁଇ ଝିଅଙ୍କୁ ନେଇ ଶ୍ୱଶୁର ଘର ପାଖରେ ଭଡ଼ା ନେଇ ରହୁଛନ୍ତି। ଅରୁମୁଗମ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ଅଫିସରୁ ଫେରି ସ୍ତ୍ରୀ, ପିଲା, ଛୁଆଙ୍କୁ ଘରେ ନପାଇବାରୁ ଶ୍ୱଶୁର ଘରକୁ ଆସିଥିଲେ। ଏହାପରେ ସେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୋଟିଏ ଘରେ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୁଇ ଶଳା ଏବଂ ଶାଶୁ, ଶ୍ୱଶୁରଙ୍କର ମୃତ୍ୟୁ ହୋଇଥିବା ସେ ଦେଖିଥିଲେ। ଏହାପରେ ସେ ପୁଲିସକୁ ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ ଆସି ଏକ କୀଟନାଶକ ଔଷଧ ଜବତ କରିଛି। ଗୋବିନ୍ଦସ୍ୱାମୀ ୮୦ ଲକ୍ଷ ଟଙ୍କା ଋଣରେ ଥିଲେ ବୋଲି ପୁଲିସ ଏବେ ଜାଣିବାକୁ ପାଇଛି। ବ୍ୟବସାୟରେ କ୍ଷତି ଏବଂ ଋଣ ପରିଶୋଧ ଚିନ୍ତାରେ ସପରିବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏବେ କଲ୍ୟାଣୀଙ୍କ ଅବସ୍ଥା ଠିକ୍ ହେଲେ ପୁଲିସ୍ ମାମଲା ଆଗକୁ ବଢ଼ାଇବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story