ଭାରତରେ ୭ ଗୋଦାମ ଖୋଲିବ ଆମାଜନ୍‌: ୪ ହଜାର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଭାରତରେ ୭ଟି ଗୋଦାମ ଖୋଲିବ ଆମାଜନ୍‌। ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଏହି ସଂସ୍ଥା ନିଜର ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପ୍‌କାର୍ଟକୁ ମୁକାବିଲା ପାଇଁ ଭାରତରେ ନିଜ ସ୍ଥଂସ୍ଥାକୁ ବଢାଇବା ପାଇଁ ଚାହୁଁଛି ଆମାଜନ୍‌। ଏଥିପାଇଁ ଦେଶବ୍ୟାପି ଗୋଦାମ ଖୋଲିବା ଲକ୍ଷ୍ୟରେ ଆମାଜନ୍‌। ପୂର୍ବରୁ ଆମାଜନ୍‌ ଭାରତରେ ୫ ବିଲିୟନ ୟୁଏସ ଡଲାର ବିନିଯୋଗ କରିବ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥାର ଭାରତରେ ୪୧ଟି ଗୋଦାମ ରହିଛି। ବାକି ଗୋଦାମ ଖୋଲିଲେ […]

amazon-1

amazon-1

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 11:11 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ୭ଟି ଗୋଦାମ ଖୋଲିବ ଆମାଜନ୍‌। ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଏହି ସଂସ୍ଥା ନିଜର ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପ୍‌କାର୍ଟକୁ ମୁକାବିଲା ପାଇଁ ଭାରତରେ ନିଜ ସ୍ଥଂସ୍ଥାକୁ ବଢାଇବା ପାଇଁ ଚାହୁଁଛି ଆମାଜନ୍‌। ଏଥିପାଇଁ ଦେଶବ୍ୟାପି ଗୋଦାମ ଖୋଲିବା ଲକ୍ଷ୍ୟରେ ଆମାଜନ୍‌।

ପୂର୍ବରୁ ଆମାଜନ୍‌ ଭାରତରେ ୫ ବିଲିୟନ ୟୁଏସ ଡଲାର ବିନିଯୋଗ କରିବ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥାର ଭାରତରେ ୪୧ଟି ଗୋଦାମ ରହିଛି। ବାକି ଗୋଦାମ ଖୋଲିଲେ ୪ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story