୨୪ ଘଣ୍ଟାରେ ସୁସ୍ଥ ହେଲେଣି ୭୦୫, ଆରୋଗ୍ୟ ହାର ୧୭.୪୮%

ନୂଆଦିଲ୍ଲୀ:ଦେଶରେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ଏଯାଏ ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏବେ କରୋନା ମୃତ୍ୟୁସଂଖ୍ୟା ୬୦୦ର ଟପି ୬୦୩ରେ ପହଞ୍ଚି ସାରିଲାଣି। କେବଳ ଗତକାଲିଠାରୁ ଏଯାଏ ୪୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୮ ହଜାର ପାର କରି […]

Luv

Luv

Subrat Kumar Nayak
  • Published: Tuesday, 21 April 2020
  • Updated: 21 April 2020, 10:01 PM IST

Sports

Latest News

ନୂଆଦିଲ୍ଲୀ:ଦେଶରେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ଏଯାଏ ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ କରୋନା ମୃତ୍ୟୁସଂଖ୍ୟା ୬୦୦ର ଟପି ୬୦୩ରେ ପହଞ୍ଚି ସାରିଲାଣି। କେବଳ ଗତକାଲିଠାରୁ ଏଯାଏ ୪୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୮ ହଜାର ପାର କରି ୧୯ ହଜାର ମାର୍କର ଅତି ପାଖରେ ପହଞ୍ଚିସାରିଛି।

ସେହିପରି ଦେଶର ୬୧ଟି ଜିଲ୍ଲାରେ ଗଲା ୧୪ ଦିନରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ସେପଟେ କରୋନା ରୋଗୀଙ୍କ ପାଇଁ ସରକାର ୨୪ ଘଣ୍ଟିଆ ରକ୍ତଭଣ୍ଡାର ବ୍ୟବସ୍ଥା କରିଛନ୍ତି। ସେହିପରି ରୋଗ ଚିହ୍ନଟ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଉଛି।

ତେବେ ରାପିଡ୍ ଟେଷ୍ଟ କିଟ୍ ଦ୍ୱାରା ଭୁଲ ରିପୋର୍ଟ ଆସୁଥିବା ନେଇ କିଛି ରାଜ୍ୟରୁ ଅଭିଯୋଗ ଆସିବା ପରେ ଆଗାମୀ ଦୁଇ ଦିନ ପାଇଁ ଏହି କିଟ୍ ବ୍ୟବହାର ନକରିବାକୁ ICMR ନିର୍ଦ୍ଦେଶ ଦେଇଛି। ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ରାପିଡ୍ ଟେଷ୍ଟ କିଟ୍‌କୁ ନେଇ ନୂଆ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story