କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ପୁରୁଷ, ୨୪% ମହିଳା

ନୂଆଦିଲ୍ଲୀ: କରୋନା ଚିନ୍ତା ମଧ୍ୟରେ ମହିଳାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ଆସିଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ପୁରୁଷ। ଅନ୍ୟପକ୍ଷରେ ୨୪% ମହିଳା ବୋଲି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଲବ ଅଗ୍ରୱାଲ କହିଛନ୍ତି, ୪୭% ଆକ୍ରାନ୍ତ ୪୦ ବର୍ଷରୁ କମ୍‌ ବୟସର। ୩୪% କରୋନା ଆକ୍ରାନ୍ତ ୪୦ ବା […]

corona

corona

Subrat Kumar Nayak
  • Published: Monday, 06 April 2020
  • Updated: 06 April 2020, 06:36 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଚିନ୍ତା ମଧ୍ୟରେ ମହିଳାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ଆସିଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ପୁରୁଷ। ଅନ୍ୟପକ୍ଷରେ ୨୪% ମହିଳା ବୋଲି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ଲବ ଅଗ୍ରୱାଲ କହିଛନ୍ତି, ୪୭% ଆକ୍ରାନ୍ତ ୪୦ ବର୍ଷରୁ କମ୍‌ ବୟସର। ୩୪% କରୋନା ଆକ୍ରାନ୍ତ ୪୦ ବା ୪୦ରୁ ୬୦ ବର୍ଷ ବୟସ ବର୍ଗର। ଅନ୍ୟପକ୍ଷରେ ୧୯% କରୋଡ଼ନା ଆକ୍ରାନ୍ତ ୬୦ବର୍ଷ ବା ୬୦ ବର୍ଷରୁ ଅଧିକ ବୟସ ବର୍ଗର। ସେ କହିଥିଲେ, ଯଦିଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଯଦିଓ କରୋନା ବିପଦ, ଅନ୍ୟାନ୍ୟ ଶାରିରୀକ ସମସ୍ୟା ଥିବା ଯୁବକମାନଙ୍କୁ ମଧ୍ୟ କରୋନା ପ୍ରତି ସତର୍କ ହେବାକୁ ପଡ଼ିବ।

ମୃତ୍ୟ ବାବଦରେ ଯଦି ଦେଖାଯାଏ, କରୋନା ମୃତ୍ୟୁ ହାର ପୁରୁଷଙ୍କ କ୍ଷେତ୍ରରେ ୭୩% ରହିଛି। ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ଏହା ୨୭% ରହିଛି। ୬୦ ବର୍ଷ ବା ଏହାଠାରୁ ଅଧିକ ବୟସ ବର୍ଗ ପାଇଁ ମୃତ୍ୟୁ ହାର ୬୩% ରହିଛି। ୪୦ରୁ ୬୦ ବୟସ ବର୍ଗରେ ମୃତ୍ୟୁ ହାର ୩୦% ରହିଛି। ସେହିଭଳି ୪୦ ବର୍ଷରୁ କମ୍‌ ବୟସ ବର୍ଗ ପାଇଁ ମୃତ୍ୟୁ ହାର ୭% ରହିଛି।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୬୯୩ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ‍ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୭ ପହଞ୍ଚିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story