୬.୪ ଲକ୍ଷ ଟଙ୍କା ନିଅ, ମୋତେ ହତ୍ୟା କର: ଏପରି କାହିଁକି କହିଲେ ଅରବପତି

ନୂଆଦିଲ୍ଲୀ: ଶତ୍ରୁକୁ ହତ୍ୟା କରିବା ପାଇଁ ଖଳ ପ୍ରକୃତିର ଲୋକମାନେ ଗୁଣ୍ଡାମାନଙ୍କୁ ସୁପାରି ଦେଇଥାନ୍ତି। ଏ କଥା ଆପଣ ନ୍ୟୁଜ୍‌ରେ ଶୁଣିଥିବେ ନିଶ୍ଚୟ। କିନ୍ତୁ ନିଜକୁ ହତ୍ୟା କରିବା ପାଇଁ କେହି ମୋଟା ଅଙ୍କର ସୁପାରି ଦେବାର ଆପଣ କେବେ ଶୁଣିଛନ୍ତି କି ? କଥାଟା ପଢ଼ି ଆପଣ ଆଶ୍ଚର୍ଯ୍ୟ  ହେଉଥିବେ ନିଶ୍ଚୟ। ଆଉ ଭାବୁଥିବେ ଭଲା ନିଜକୁ ହତ୍ୟା କରିବା ପାଇଁ କିଏ କାହିଁକି ସୁପାରି ଦେବ? ତେବେ ଆମେ ଆପଣଙ୍କୁ ଆଜି ସେହି ବ୍ୟକ୍ତି […]

thumb_555_031618122341

thumb_555_031618122341

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 10:11 PM IST

ନୂଆଦିଲ୍ଲୀ: ଶତ୍ରୁକୁ ହତ୍ୟା କରିବା ପାଇଁ ଖଳ ପ୍ରକୃତିର ଲୋକମାନେ ଗୁଣ୍ଡାମାନଙ୍କୁ ସୁପାରି ଦେଇଥାନ୍ତି। ଏ କଥା ଆପଣ ନ୍ୟୁଜ୍‌ରେ ଶୁଣିଥିବେ ନିଶ୍ଚୟ। କିନ୍ତୁ ନିଜକୁ ହତ୍ୟା କରିବା ପାଇଁ କେହି ମୋଟା ଅଙ୍କର ସୁପାରି ଦେବାର ଆପଣ କେବେ ଶୁଣିଛନ୍ତି କି ? କଥାଟା ପଢ଼ି ଆପଣ ଆଶ୍ଚର୍ଯ୍ୟ  ହେଉଥିବେ ନିଶ୍ଚୟ। ଆଉ ଭାବୁଥିବେ ଭଲା ନିଜକୁ ହତ୍ୟା କରିବା ପାଇଁ କିଏ କାହିଁକି ସୁପାରି ଦେବ? ତେବେ ଆମେ ଆପଣଙ୍କୁ ଆଜି ସେହି ବ୍ୟକ୍ତି ବିଷୟରେ ଜଣାଇବୁ ଯିଏ ନିଜକୁ ହତ୍ୟା କରିବା ପାଇଁ ଦେଇଛନ୍ତି ୬.୪ ଲକ୍ଷ ଟଙ୍କା। କିନ୍ତୁ ସେ ଏପରି କାହିଁକି କରିଛନ୍ତି ତାହା ଜାଣିଲେ ଆପଣ ଚକିତ ହୋଇଯିବେ। ଆସନ୍ତୁ ଜାଣିବା ପୂରା ମାମଲାଟି କ’ଣ ?

ଆମେରିକା ସିଲିକନ୍‌ ଭ୍ୟାଲି ସହରର ସେମ୍‌ ଅଲ୍‌ତୋମ୍ୟାନ୍‌ ନାମକ ଜଣେ ୩୦ ବର୍ଷୀୟ ଯୁବ ଅରବପତି ନିଜକୁ ହତ୍ୟା କରିବା ପାଇଁ ନେକ୍ଟୋମ୍‌ ନାମକ ଏକ କମ୍ପାନୀକୁ ଦେଇଛନ୍ତି ୬.୪ ଲକ୍ଷ ଟଙ୍କା। କାରଣ ତାଙ୍କ ଇଚ୍ଛା ହେଲା ହତ୍ୟା ପରେ ତାଙ୍କ ମସ୍ତିଷ୍କକୁ ସଂରକ୍ଷଣ କରି ରଖାଯିବ। ଓ ବିଜ୍ଞାନ ଅଗ୍ରଗତି ହେଲେ ତାଙ୍କ ମସ୍ତିଷ୍କକୁ କମ୍ପ୍ୟୁଟରରେ ଅପ୍‌ଲୋଡ କରାଯିବ। ଫଳରେ ସେ ସବୁଦିନ ପାଇଁ ଡିଜିଟାଲ୍‌ ଜୀବନ ଜୀଇଁ ପାରିବେ। କଥାଟି ଜାଣି ଆଶ୍ଚର୍ଯ୍ୟ ହେଲେ ନା? ବର୍ତ୍ତମାନ ତାଙ୍କର ଏହି ଇଚ୍ଛାକୁ ଆମେରିକା ଆଇନ୍‌ ଅନୁମତି ଦେଇନାହିଁ। କି କେବେ ତାଙ୍କୁ ହତ୍ୟା କରାଯିବ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ।

[caption id="attachment_219761" align="aligncenter" width="840"] ଆମେରିକାରେ ଏପରି ହେବା କଣ ସମ୍ଭବ ? ଆମେରିକାର ୫ ଟି ରାଜ୍ୟରେ ବିଶେଷ ପରିସ୍ଥିତିରେ ଡାକ୍ତରଙ୍କ ସହଯୋଗରେ ଇଚ୍ଛାମୃତ୍ୟୁର ଆଇନ୍‌ଗତ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଆଇନ୍‌ ଅନୁସାରେ ଯଦି ବ୍ୟକ୍ତିଙ୍କୁ ପ୍ରାଣଘାତି ରୋଗ ହୋଇଥାଏ ଓ ଡାକ୍ତର ତାଙ୍କୁ ୬ ମାସର କମ୍‌ ବୟସ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଘୋଷଣା କରିଥାନ୍ତି। ତେବେ ଏପରି କରିବା ସମ୍ଭବ ହୋଇପାରିବ। ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବରୁ ମଧ୍ୟ ନେକ୍ଟମ କମ୍ପାନୀଙ୍କୁ ଏପରି ୨୫ଟି ଇଚ୍ଛାମୃତ୍ୟୁ ଆବେଦନ ପତ୍ର ମିଳି ସାରିଛି। ଏହି କମ୍ପାନୀ ହେଉଛି ଏକ ଷ୍ଟାର୍ଟ ଅଫ୍‌ କମ୍ପାନୀ। ସେମ୍‌ଙ୍କ କମ୍ପାନୀ Y Combinator ଏଭଳି ଷ୍ଟାର୍ଟ ଅପ୍ କମ୍ପାନୀ ଗୁଡ଼ିକୁ ଆର୍ଥିକ ସହଯୋଗ ଯୋଗାଇଥାଏ।[/caption]

କିପରି ଅପଲୋଡ ହେବ ମସ୍ତିଷ୍କ: ନେକ୍ଟୋମ କମ୍ପାନୀ ଅନୁସାରେ ବ୍ୟକ୍ତିଙ୍କୁ ଏକ ମେସିନ୍‌ ରଖାଯାଇଥାଏ। ଏହାପରେ ତାଙ୍କ ମସ୍ତିଷ୍କକୁ ଏମ୍ବାମିଙ୍ଗ୍ ବା କ୍ୟାମିକାଲ୍ ପ୍ରିକ୍ରିୟାରେ ସଂରକ୍ଷଣ କରାଯିବ। ବିଜ୍ଞାନର ଉନ୍ନତି ହେଲେ ଏହାକୁ କମ୍ପ୍ୟୁଟରରେ ଅପ୍‌ଲୋଡ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story