ମହାକାଶରେ ଅଲୌକିକ ଦୃଶ୍ୟ, କୃଷ୍ଣ ଗର୍ତ୍ତରେ ଲୀନ ହେଲା ସୂର୍ଯ୍ୟ ସଦୃଶ ତାରା

ଓ୍ୱାଶିଂଟନ: ମହାକାଶରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ତାରାକୁ କୃଷ୍ଣ ଗର୍ତ୍ତ ବା ବ୍ଲାକ ହୋଲ୍ ନିଜ ଗର୍ଭକୁ ଗିଳି ଦେଇଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର କଏଦ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ସାଟେଲାଇଟ୍ ହଣ୍ଟିଂ ଟେଲିସ୍କୋପ୍। ଆମେରିକାର ମହାକାଶ ଏଜେନ୍ସିର ଟ୍ରାନସିଷ୍ଟିଙ୍ଗ୍ ଏକ୍ସୋପ୍ଲାନେଟ୍ ସର୍ଭେ (ଟିଇଏସଏସ)ର ବୈଜ୍ଞାନିକ ଏବାବଦରେ ଗତ ଗୁରୁବାର ସୂଚନା ଦେଇଥିଲେ। ଏହା ୩୭୫ ନିୟୁତ ଆଲୋକ ବର୍ଷ ଦୂରରେ ହୋଇଥିବା ଟିଇଏସଏସ ସ୍ପଷ୍ଟ କରିଛି। ଏହି […]

BLACK HOLE

BLACK HOLE

Subhransu Sekhar
  • Published: Monday, 30 September 2019
  • Updated: 30 September 2019, 02:50 PM IST

Sports

Latest News

ଓ୍ୱାଶିଂଟନ: ମହାକାଶରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ତାରାକୁ କୃଷ୍ଣ ଗର୍ତ୍ତ ବା ବ୍ଲାକ ହୋଲ୍ ନିଜ ଗର୍ଭକୁ ଗିଳି ଦେଇଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର କଏଦ କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ସାଟେଲାଇଟ୍ ହଣ୍ଟିଂ ଟେଲିସ୍କୋପ୍।

ଆମେରିକାର ମହାକାଶ ଏଜେନ୍ସିର ଟ୍ରାନସିଷ୍ଟିଙ୍ଗ୍ ଏକ୍ସୋପ୍ଲାନେଟ୍ ସର୍ଭେ (ଟିଇଏସଏସ)ର ବୈଜ୍ଞାନିକ ଏବାବଦରେ ଗତ ଗୁରୁବାର ସୂଚନା ଦେଇଥିଲେ। ଏହା ୩୭୫ ନିୟୁତ ଆଲୋକ ବର୍ଷ ଦୂରରେ ହୋଇଥିବା ଟିଇଏସଏସ ସ୍ପଷ୍ଟ କରିଛି।

https://youtu.be/85tdoDt1Qh0

ଏହି ତାରାଟି ସୂର୍ଯ୍ୟଙ୍କ ଭଳି ବଡ଼ ଥିଲା। ଦୁର୍ଭାଗ୍ୟବଶତଃ ଏହା କୃଷ୍ଣ ଗର୍ତ୍ତର ଭଉଁରୀରେ ପଡ଼ି ଖଣ୍ଡବିଖଣ୍ଡିତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏଭଳି ଘଟଣା ଭଲ କିମ୍ୱା ଖରାପ ହୋଇପାରେ। ହେଲେ ବିଜ୍ଞାନକୁ ଆଗକୁ ନେବା ପାଇଁ ସହାୟକ ହେବ ବୋଲି ଜ୍ୟୋତିର୍ବିଦ୍ ଥମାସ ହୋଲୋଏନ କହିଛନ୍ତି।

କୃଷ୍ଣ ଗର୍ତ୍ତର ନିକଟତର ହେବା ପରେ ତାରାଟି ଭଉଁରୀରେ ପଡ଼ିଯାଇଥିଲା। ଏହାପରେ ତାରାଟି ଅଧିକ ଆଲୋକିତ ହୋଇ ଖଣ୍ଡବିଖଣ୍ଡିତ ହୋଇଥିବା ଦେଖିବାକୁ ମିଳିଛି। ଏଯାଏ କୃଷ୍ଣ ଗର୍ତ୍ତ ବାବଦରେ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଆଲବର୍ଟ ଆଇନଷ୍ଟାଇନ୍ ଶହେ ବର୍ଷ ପୂର୍ବରୁ ଏ ସଂପର୍କରେ ପ୍ରଥମେ ଗବେଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story