ଦିଲ୍ଲୀ ଭୋଟ୍ ଗଣତି: ଆଗେଇ ଚାଲିଛି ଆପ୍‌, ପଛରେ ବିଜେପି

ନୂଆଦିଲ୍ଲୀ: ଗତ ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଗଣତି ଚାଲିଛି। ସକାଳ ଆଠଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆପ୍ ବହୁତ ଆଗରେ ରହିଛି। ୭୦ଟି ଆସନରୁ ଏବେ ସୁଦ୍ଧା ୫୪ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୬ଟିରେ ଆଗରେ ରହିଛି। ପ୍ରାରମ୍ଭରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିଲା ସୁଦ୍ଧା ଏହା ପୁଣି ପଛରେ ଚାଲିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ […]

aap

aap

Jitendra Garnayak
  • Published: Tuesday, 11 February 2020
  • Updated: 11 February 2020, 10:52 AM IST

Sports

Latest News

ନୂଆଦିଲ୍ଲୀ: ଗତ ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଗଣତି ଚାଲିଛି। ସକାଳ ଆଠଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆପ୍ ବହୁତ ଆଗରେ ରହିଛି।

୭୦ଟି ଆସନରୁ ଏବେ ସୁଦ୍ଧା ୫୪ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୬ଟିରେ ଆଗରେ ରହିଛି। ପ୍ରାରମ୍ଭରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିଲା ସୁଦ୍ଧା ଏହା ପୁଣି ପଛରେ ଚାଲିଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଆଗୁଆ ରହିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସର ଚାନ୍ଦିନ ଚୌକ ପ୍ରାର୍ଥୀ ଅଳକା ଲାମ୍ବା ପଛରେ ପଡ଼ିଥିବା ବେଳେ ବିଜେପିର କପିଲ ମିଶ୍ରା କିଛି ସମୟ ଲିଡ୍‌ କରିବା ପରେ ଏବେ ସେ ପଛରେ ପଡ଼ିଯାଇଛନ୍ତି।

ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ଆପ୍ ଶିବିରରେ ଉତ୍ସାହ ଦେଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଶନିବାର ସନ୍ଧ୍ୟାରେ ଦେଶର ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ପୁଣିଥରେ ରେକର୍ଡ ବିଜୟ ହାସଲ କରିବ। ବିଜେପି ୧୦ଟି ଆସନ ମଧ୍ୟରେ ସୀମିତ ରହିବ ଓ କଂଗ୍ରେସ ଖାତା ଖୋଲି ପାରିବ ନାହିଁ କିମ୍ବା ଅତିବେଶୀରେ ଗୋଟିଏ ଆସନ ଜିତିବ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକ୍‌ଜିଟ୍ ପୋଲ୍‌ ଅନୁଯାୟୀ, ଆପ୍‌ ୭୦ଟି ବିଧାନସଭା ଆସନରୁ ୫୯ରୁ ୬୮ଟି, ବିଜେପି ୨ରୁ ୧୧, ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିବେ। କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଏହା ଆକଳନ କରିଥିଲା।

ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ଆପ୍ ୪୪ଟି ଓ ବିଜେପି ୨୬ଟି ଆସନରେ ଜିତିବେ। କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ କୌଣସି ଆସନରେ ଜିତି ପାରିବେ ନାହିଁ।

ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮ରୁ୬୧, ବିଜେପି ୯ରୁ୨୧ ଓ କଂଗ୍ରେସ ଗୋଟିଏ ଆସନରେ ଜିତିବେ। ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬ଟି ଓ ବିଜେପି ୧୦-୧୪ଟି ଆସନ ଜିତିବେ। କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ କୌଣସି ଆସନରେ ଜିତିପାରିବେ ନାହିଁ।

ସୂଚନାଯୋଗ୍ୟ, ୨୦୧୫ ନିର୍ବାଚନରେ ଆପ୍‌ ୭୦ଟି ଆସନରୁ ୬୭ଟିରେ ଜିତିଥିବା ବେଳେ ବିଜେପି ୩ଟି ଆସନ ପାଇଥିଲା। କିନ୍ତୁ କଂଗ୍ରେସ ଖାତା ଖୋଲି ପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story