ଏମ୍ସରେ ଭର୍ତ୍ତି ହେଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମଧ୍ୟପ୍ରଦେଶର ଭୋପାଳ ସାଂସଦ ତଥା ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର। ସେ ଏମ୍ସରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିଲେ। ହେଲେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଅନ୍ୟପଟେ ଅସୁସ୍ଥତା କାରଣରୁ ଆଜି କୋର୍ଟରେ ହାଜର ହେବେନି। ଏନଆଇଏର ଏକ ସ୍ୱତନ୍ତ୍ର କୋର୍ଟ ଏହି ବିଜେପି ସାଂସଦ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଡିସେମ୍ବର ୩ରେ କୋର୍ଟରେ […]

prangya-thakur

prangya-thakur

Subhransu Sekhar
  • Published: Saturday, 19 December 2020
  • Updated: 19 December 2020, 09:21 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମଧ୍ୟପ୍ରଦେଶର ଭୋପାଳ ସାଂସଦ ତଥା ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର। ସେ ଏମ୍ସରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିଲେ। ହେଲେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଅନ୍ୟପଟେ ଅସୁସ୍ଥତା କାରଣରୁ ଆଜି କୋର୍ଟରେ ହାଜର ହେବେନି।

ଏନଆଇଏର ଏକ ସ୍ୱତନ୍ତ୍ର କୋର୍ଟ ଏହି ବିଜେପି ସାଂସଦ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଡିସେମ୍ବର ୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଠାକୁର ଏବଂ ଅନ୍ୟ ତିନି ଅଭିଯୁକ୍ତ ଉପସ୍ଥିତ ହୋଇନଥିଲେ। କେବଳ ତିନି ଅଭିଯୁକ୍ତ ବିଚାରପତିଙ୍କ ଆଗରେ ହାଜର ହୋଇଥିଲେ। ସେତେବେଳେ ହାଜର ହୋଇନଥିବା ତିନି ଅଭିଯୁକ୍ତ କୋର୍ଟଙ୍କୁ କହିଥିଲେ ଯେ କରୋନା ପାଇଁ ହାଜର ହୋଇ ପାରୁ ନାହାନ୍ତି। ଏହା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୧୯ ଡିସେମ୍ବରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁମ୍ବାଇ ଆସିବା ପୂର୍ବରୁ ପ୍ରଜ୍ଞା ଠାକୁର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଇଥିଲେ। ଆଉ ଏମ୍ସ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ମସିହା ସେପ୍ଟେମ୍ବର ୨୯ରେ ମୁମ୍ବାଇ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ମାଲେଗାଓଁରେ ଏକ ମୋଟର ସାଇକେଲରେ ମସଜିଦ ନିକଟରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଛଅ ଜଣ ଲୋକ ଏବଂ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story