ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ମହାମାରୀ କରୋନା ଭାଇରସର ପ୍ରକୋପ ହ୍ରାସ ପାଇବା ପରି ମନେ ହେଉଛି। ଆଜି ହଠାତ୍‌ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬୧ ହଜାରକୁ ଖସି ଆସିଛି। ଗତକାଲି ଏହା ୭୪ ହଜାର ଥିବା ବେଳେ ରବିବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୬ ହଜାର ତଳେ ଥିଲା। ଏହି ଟ୍ରେଣ୍ଡକୁ ଦେଖିଲେ, ଦେଶରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ପରି ଆଶା କରାଯାଉଛି। ସେହିପରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି […]

c

c

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 02:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ମହାମାରୀ କରୋନା ଭାଇରସର ପ୍ରକୋପ ହ୍ରାସ ପାଇବା ପରି ମନେ ହେଉଛି। ଆଜି ହଠାତ୍‌ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬୧ ହଜାରକୁ ଖସି ଆସିଛି। ଗତକାଲି ଏହା ୭୪ ହଜାର ଥିବା ବେଳେ ରବିବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୬ ହଜାର ତଳେ ଥିଲା।

ଏହି ଟ୍ରେଣ୍ଡକୁ ଦେଖିଲେ, ଦେଶରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ପରି ଆଶା କରାଯାଉଛି। ସେହିପରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୧,୨୬୭ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬,୮୫,୦୮୩ରେ ପହଞ୍ଚି ଯାଇଛି। ସେହିପରି କରୋନା ଗୋଟିଏ ଦିନରେ ଆଉ ୮୮୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୩,୫୬୯କୁ ବୃଦ୍ଧି ପାଇଛି।

ତେବେ ୨୪ ଘଣ୍ଟାରେ ୭୫,୭୮୭ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୫୬,୬୨,୪୯୦ ଜଣ ଲୋକ ଆରୋଗ୍ୟ ଲାଭ କରିସାରିଲେଣି। ଏହାର ଅର୍ଥ ଦେଶରେ ଆକ୍ଟିକ କେସ ସଂଖ୍ୟା ୯,୧୯,୦୨୩ ରହିଛି।

ଅନ୍ୟପକ୍ଷରେ ଅକ୍ଟୋବର ୬ ସୁଦ୍ଧା ଦେଶରେ ମୋଟ ୮,୧୦,୭୯୭ଟି ନମୁନା ପରୀକ୍ଷା କରାଗଲାଣି। ଗତକାଲି କେବଳ ୧୦,୮୯,୪୦୩ଟି ନମୁନା ପରୀକ୍ଷା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story