ଆଉ ନାହାନ୍ତି ଦିନୟାର କଣ୍ଟ୍ରାକ୍ଟର

ମୁମ୍ବାଇ: ବଲିଉଡ୍‌ ଜଗତର ଭେଟରାନ୍‌ ଅଭିନେତା ତଥା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟର୍‌ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବଲିଉଡ୍‌ ଫିଲ୍ମ ବାଦଶାହା ଓ ଖିଲାଡ଼ିରେ ତାଙ୍କ ଅଭିନୟ ଦଶର୍କଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୩.୩୦ରେ ୱରଲି ପ୍ରେୟାର ହଲ୍‌ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସେ ବଲିଉଡ୍ ଓ ଥିଏଟରରେ ଜଣେ ହାସ୍ୟ ଅଭିନେତା ଭାବେ ନିଜର […]

y

y

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 01:15 PM IST

ମୁମ୍ବାଇ: ବଲିଉଡ୍‌ ଜଗତର ଭେଟରାନ୍‌ ଅଭିନେତା ତଥା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟର୍‌ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବଲିଉଡ୍‌ ଫିଲ୍ମ ବାଦଶାହା ଓ ଖିଲାଡ଼ିରେ ତାଙ୍କ ଅଭିନୟ ଦଶର୍କଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୩.୩୦ରେ ୱରଲି ପ୍ରେୟାର ହଲ୍‌ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସେ ବଲିଉଡ୍ ଓ ଥିଏଟରରେ ଜଣେ ହାସ୍ୟ ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ବଲିଉଡ୍ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦିନୟାର କଣ୍ଟ୍ରାକ୍ଟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୋଦି କହିଛନ୍ତି, “ ଦିନୟାର କଣ୍ଟ୍ରାକ୍ଟର ସ୍ୱତନ୍ତ୍ର ଥିଲେ। କାରଣ ସେ ସମସ୍ତଙ୍କୁ ଖୁସି ବାଣ୍ଟୁଥିଲେ। ତାଙ୍କ ଅଭିନୟ ଯାଦୁ ଅନେକଙ୍କ ମୁହଁରେ ହସ ଫୁଟାଇଥିଲା। ସେ ଫିଲ୍ମ, ଥିଏଟର ଓ ଟିଭି ପରଦାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ମୃତ୍ୟୁରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି।”

ଦନିୟାର କଣ୍ଟ୍ରାକ୍ଟର ଚୋରି ଚୋରି ଚୁପକେ ଚୁପକେ, ଖିଲାଡ଼ି, ଦରାର, ୩୬ ଚାଇନା ଟାଉନ୍ ଓ ବାଦଶାହା ଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story