ଅଦାନୀ ପାଇଁ ଅଡ଼ୁଆରେ ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅଦାନୀ ଡିଫେନ୍ସ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଶିପ୍‌ୟାର୍ଡ ଲିମିଟେଡ୍‌ର ଜଏଣ୍ଟ ଭେଞ୍ଚରକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଗ୍ରହ ଦେଖାଇଥିବା ଅଭିଯୋଗ ଆସିଛି। ଏହି ମିଳିତ ଉଦ୍ୟୋଗକୁ ୪୫ ହଜାର କୋଟି ଟଙ୍କାର ଏକ ପ୍ରକଳ୍ପରେ କାମ ଦେବା ପାଇଁ ପ୍ରକ୍ୟୁରମେଣ୍ଟ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରାଯାଇଥିବା କଂଗ୍ରେସ ଦଳ ଅଭିଯୋଗ ଆଣିଛି। ଏହି ପ୍ରକଳ୍ପର ନାମ ୭୫-ଆଇ ରଖାଯାଇଛି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଡିଫେନ୍ସ ଆକ୍ୟୁଜିସନ୍‌ କାଉନସିଲ ମିଟିଂ ଜାନୁଆରୀ […]

submarine

submarine

Subrat Kumar Nayak
  • Published: Saturday, 18 January 2020
  • Updated: 18 January 2020, 04:35 PM IST

Sports

Latest News

ନୂଆଦିଲ୍ଲୀ: ଅଦାନୀ ଡିଫେନ୍ସ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଶିପ୍‌ୟାର୍ଡ ଲିମିଟେଡ୍‌ର ଜଏଣ୍ଟ ଭେଞ୍ଚରକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଗ୍ରହ ଦେଖାଇଥିବା ଅଭିଯୋଗ ଆସିଛି। ଏହି ମିଳିତ ଉଦ୍ୟୋଗକୁ ୪୫ ହଜାର କୋଟି ଟଙ୍କାର ଏକ ପ୍ରକଳ୍ପରେ କାମ ଦେବା ପାଇଁ ପ୍ରକ୍ୟୁରମେଣ୍ଟ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରାଯାଇଥିବା କଂଗ୍ରେସ ଦଳ ଅଭିଯୋଗ ଆଣିଛି। ଏହି ପ୍ରକଳ୍ପର ନାମ ୭୫-ଆଇ ରଖାଯାଇଛି।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଡିଫେନ୍ସ ଆକ୍ୟୁଜିସନ୍‌ କାଉନସିଲ ମିଟିଂ ଜାନୁଆରୀ ୨୧କୁ ଘୁଞ୍ଚାଇଦିଆଯାଇଛି। ଏହି ବୈଠକରେ ଅଦାନୀ ଡିଫେନ୍ସ ଓ ଏଚ୍‌ଏସ୍‌ଏଲ୍‌ ଜଏଣ୍ଟ ଭେଞ୍ଚର ପ୍ରସଙ୍ଗ ଉଠିବ। ଏଥିସହ ଏହି ମିଳିତ ଉଦ୍ୟୋଗଟି ପ୍ରକଳ୍ପ ପାଇବାକୁ ଯୋଗ୍ୟ କି ନା ତାହା ଆଲୋଚିତ ହେବ।

କଂଗ୍ରେସ ଅଭିଯୋଗ ଆଣିଛି, ପ୍ରକ୍ୟୁରମେଣ୍ଟ ନିୟମରେ ପରିବର୍ତ୍ତନ କରି ସବମାରିନ୍‌ ମାନ୍ୟୁଫାକଚରିଂରେ ଆଦୌ ଅନୁଭୂତି ନଥାଇ ଅଦାନୀ ଡିଫେନ୍ସକୁ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପରେ ସୁଯୋଗ ଦିଆଯାଉଛି। ଏହି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଶିପୟାର୍ଡସ୍‌ ମଧ୍ୟ ସାମିଲ ଅଛି।

ବିଦେଶୀ ସହଭାଗିତାରେ ଏହି ପ୍ରକଳ୍ପ ଅଧୀନରେ ୬ଟି ସବ୍‌ମରିନ୍‌ ବା ଜଳଜାହଜ ନିର୍ମାଣ କରିବାର ଅଛି। ଏଥିପାଇଁ ନିଲାମ ମଧ୍ୟ ହୋଇଥିଲା। ତେବେ କଂଗ୍ରେସ ଅଭିଯୋଗ କରିଛି, ଏହି ପ୍ରକଳ୍ପରେ ଅଦାନୀକୁ ନିୟମ ବଦଳାଇ ସହାୟତା କରାଯାଇଛି। ନୌବାହିନୀର ଏକ ଉଚ୍ଚସ୍ତରୀୟ କମିଟି ଏହି ଚୁକ୍ତିକୁ ବିରୋଧ କରିଥିଲେ ହେଁ, ଅଦାନୀ-ଏଚ୍‌ଏସ୍‌ଏଲ୍‌ ମିଳିତ ଫାର୍ମଟି ଏଥିପାଇଁ ଯୋଗ୍ୟ ନୁହେଁ ବୋଲି କୁହାଯାଇଥିଲା।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ପିଏମ୍‌ଓ ଭାରତୀୟ ନୌବାହିନୀ ଗଠିତ କମିଟିର ରିପୋର୍ଟକୁ ଅଣଦେଖା କରିଛି। କଂଗ୍ରେସ ଅଭିଯୋଗ ଆଣିଛି ଭାରତୀୟ ନୌସେନା ଗଠିତ ଏହି କମିଟି ଅଦାନିଙ୍କ ନିଲାମ ଅବାଦନକୁ ଖାରଜ କରିଥିଲା। କିନ୍ତୁ ନିୟମ ନମାନି ମୋଦି ସରକାର ଅଦାନୀ ଡିଫେନ୍ସକୁ ପ୍ରକଳ୍ପରେ ଭାଗ ନେବାକୁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story