ଭାରତକୁ ମିଳିବ ଆଉ ଏକ କରୋନା ଟିକା! ସେରମ ମୁଖ୍ୟ କଲେ ଏମିତି ଘୋଷଣା

ପୁଣେ: କରୋନା ମହାମାରୀ ସଂକ୍ରମଣ ଭିତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ଆଜି ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ କୋଭିସିଲ୍ଡ ଉତ୍ପାଦନ କରି ଭାରତ ସରକାରଙ୍କୁ ଦେଇଥିବା ସେରମ ଦ୍ୱିତୀୟ କରୋନା ଟିକା ଉତ୍ପାଦନ କରିବ। ଜୁନ୍‌ ମାସରେ ସେରମ ପକ୍ଷରୁ Novavax ଟିକା ଲଞ୍ଚ କରାଯିବ। ଯଦି ଭାରତ ସରକାର ଏହାକୁ ଅନୁମତି ଦେବେ, ତା’ହେଲେ ୩ୟ ଟିକା ଭାବେ ଏହାକୁ ଦେଶରେ ବ୍ୟବହାର କରାଯିବ। କାରଣ ଜାନୁଆରୀ ୩ରେ ଭାରତ […]

fs

fs

Hemant Lenka
  • Published: Saturday, 30 January 2021
  • Updated: 30 January 2021, 04:13 PM IST

Sports

Latest News

ପୁଣେ: କରୋନା ମହାମାରୀ ସଂକ୍ରମଣ ଭିତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ଆଜି ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ କୋଭିସିଲ୍ଡ ଉତ୍ପାଦନ କରି ଭାରତ ସରକାରଙ୍କୁ ଦେଇଥିବା ସେରମ ଦ୍ୱିତୀୟ କରୋନା ଟିକା ଉତ୍ପାଦନ କରିବ। ଜୁନ୍‌ ମାସରେ ସେରମ ପକ୍ଷରୁ Novavax ଟିକା ଲଞ୍ଚ କରାଯିବ।

ଯଦି ଭାରତ ସରକାର ଏହାକୁ ଅନୁମତି ଦେବେ, ତା’ହେଲେ ୩ୟ ଟିକା ଭାବେ ଏହାକୁ ଦେଶରେ ବ୍ୟବହାର କରାଯିବ। କାରଣ ଜାନୁଆରୀ ୩ରେ ଭାରତ ସରକାର ସେରମ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। କୋଭିସିଲ୍ଡ ଟିକାକୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ମିଳିତ ଭାବେ ତିଆରି କରିଛନ୍ତି।

ଆଜି ପୁନାୱାଲା ଟ୍ୱିଟ କରି କହିଛନ୍ତି, ସେରମ Novavax ସହ କରୋନାକୁ ମାତ୍‌ ଦେଇ ପାରୁଥିବା ଗୋଟିଏ ଟିକାର ପରୀକ୍ଷା କରିଛି। ପରୀକ୍ଷା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଉକ୍ତ ଟିକା କରୋନାକୁ ମାତ୍‌ ଦେବାରେ ସକ୍ଷମ। ଭାରତରେ ମଧ୍ୟ ଏହାର ଟ୍ରାଏଲ ପାଇଁ ଆବେଦନ କରାଯାଇଛି। ଆମର ଆଶା ଜୁନ୍‌ ୨୦୨୧ରେ ଏହି ଟିକାକୁ ଆମେ ଭାରତରେ ଲଞ୍ଚ କରିବୁ।

ଅନ୍ୟପକ୍ଷରେ ଦେଶରେ ଏବେ ଦୁଇଟି ଟିକାର ଜରୁରୀ କାଳୀନ ବ୍ୟବହାରକୁ ଅନୁମତି ମିଳିଥିବା ବେଳେ ଆଉ ୪ଟି ଟିକାକୁ ଖୁବଶୀଘ୍ର‌ ଅନୁମତି ମିଳିବ ବୋଲି ଭାରତ ସରକାର ସଙ୍କେତ ଦେଇଛନ୍ତି। ଏସବୁ ଭିତରେ ସେରମର ଏହି ଘୋଷଣା ଲୋକଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story