ନୀତୀଶଙ୍କୁ ସାବଧାନ ରହିବାକୁ କହିଲେ ଅଧୀର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ଶାସକ ଦଳ ବିଜେପିରେ ସାମିଲ୍ ହେବା ପରେ ଏହାକୁ ନେଇ ତେଜିଛି ରାଜନୀତି। ଏବେ ଏହାକୁ ନେଇ ଜେଡିୟୁ ସୁପ୍ରିମୋଙ୍କୁ ଆଲର୍ଟ କରିଛି କଂଗ୍ରେସ। ବିହାରରେ ଜେଡିୟୁ-ବିଜେପି କ୍ଷମତାରେ ରହିଛନ୍ତି। ତେଣୁ ଆଗକୁ ଅରୁଣାଚଳ ପ୍ରଦେଶ ଭଳି ସ୍ଥିତି ଯେ ନଉପୁଜିବ ତାହା କହି ହେବନି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଟ୍ୱିଟ୍ କରି ଏ ପ୍ରସଙ୍ଗରେ ତିନୋଟି ଟ୍ୱିଟ୍ କରିଛନ୍ତି। ନୀତୀଶଙ୍କୁ ଟ୍ୟାଗ କରି ସେ […]

ADHIR-RANJAN

ADHIR-RANJAN

Subhransu Sekhar
  • Published: Saturday, 26 December 2020
  • Updated: 26 December 2020, 03:59 PM IST

Sports

Latest News

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ଶାସକ ଦଳ ବିଜେପିରେ ସାମିଲ୍ ହେବା ପରେ ଏହାକୁ ନେଇ ତେଜିଛି ରାଜନୀତି। ଏବେ ଏହାକୁ ନେଇ ଜେଡିୟୁ ସୁପ୍ରିମୋଙ୍କୁ ଆଲର୍ଟ କରିଛି କଂଗ୍ରେସ। ବିହାରରେ ଜେଡିୟୁ-ବିଜେପି କ୍ଷମତାରେ ରହିଛନ୍ତି। ତେଣୁ ଆଗକୁ ଅରୁଣାଚଳ ପ୍ରଦେଶ ଭଳି ସ୍ଥିତି ଯେ ନଉପୁଜିବ ତାହା କହି ହେବନି।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଟ୍ୱିଟ୍ କରି ଏ ପ୍ରସଙ୍ଗରେ ତିନୋଟି ଟ୍ୱିଟ୍ କରିଛନ୍ତି। ନୀତୀଶଙ୍କୁ ଟ୍ୟାଗ କରି ସେ ଲେଖିଛନ୍ତି, ନୀତୀଶ କୁମାର ବିଜେପି ପ୍ରତି ସାବଧାନ ରହିବା ଦରକାର। ଉତ୍ତର ପୂର୍ବରେ କୁଖ୍ୟାତ ଜଙ୍ଗଲୀ ଜନ୍ତୁ ଶିକାର କରିବାର କୌଶଳ ବିଜେପିକୁ ଭଲ ଭାବରେ ଜଣା। ବିଜେପିର ମୂଳ ମନ୍ତ୍ର ନିଜ ଦଳକୁ ମଜବୁତ କରିବା ଏବଂ ଅନ୍ୟ ଦଳକୁ ବିନାଶ କରିବା। ଅରୁଣାଚଳ ପ୍ରଦେଶରେ ଯେଉଁ ଲକ୍ଷଣ ଦେଖିବାକୁ ମିଳିଲା ଆଗକୁ ବିହାରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିପାରେ।

https://twitter.com/adhirrcinc/status/1342740753672388609?s=20

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର ଛଅ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାକୁ ନେଇ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ ଜେଡିୟୁ ବିଧାୟକ ଯୋଗ ଦେବାକୁ ‘ଘର ବାହୁଡା’ ବୋଲି କହିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି ଯେ ଡିସେମ୍ବର ୨୬ ଏବଂ ୨୭ରେ ହେବାକୁ ଥିବା ଦଳୀୟ ବୈଠକରେ ସେ ଅରୁଣାଚଳ ପ୍ରଦେଶର ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ବିଧାୟକ ଦଳରୁ ଅଲଗା କିଛି ବଡ଼ ଡିଲ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story