ରାଜକୋଟ ହସ୍ପିଟାଲରେ ବି କୋଟା ସ୍ଥିତି, ଚୁପ୍ ଚାପ ଚାଲିଗଲେ ମୁଖ୍ୟମନ୍ତ୍ରୀ

ରାଜକୋଟ: ରାଜସ୍ଥାନର କୋଟାରେ ଜେ.କେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ବିରୋଧୀ ବିଜେପି ଏହାକୁ ନେଇ ଗେହଲଟ ସରକାରଙ୍କୁ ସମାଲୋଚନା କରୁଛି। ତେବେ ସମାନ ସ୍ଥିତି ମଧ୍ୟ ଗୁଜରାଟରେ ଦେଖିବାକୁ ମିଳିଛି। ଏଠି କିନ୍ତୁ ବିରେଧୀ ଆସନରେ କଂଗ୍ରେସ ରହିଥିବା ବେଳେ ସରକାରରେ ରହିଛି ବିଜେପି। ଗୁଜରାଟର ରାଜକୋଟରେ ଥିବା ସରକାରୀ ହସ୍ପିଟାଲରେ ମାସକ ମଧ୍ୟରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୧ରେ ପହଞ୍ଚିଛି। ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ସାମ୍ୱାଦିକ […]

gujarat-cm

gujarat-cm

Subhransu Sekhar
  • Published: Sunday, 05 January 2020
  • Updated: 05 January 2020, 05:46 PM IST

Sports

Latest News

ରାଜକୋଟ: ରାଜସ୍ଥାନର କୋଟାରେ ଜେ.କେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ବିରୋଧୀ ବିଜେପି ଏହାକୁ ନେଇ ଗେହଲଟ ସରକାରଙ୍କୁ ସମାଲୋଚନା କରୁଛି। ତେବେ ସମାନ ସ୍ଥିତି ମଧ୍ୟ ଗୁଜରାଟରେ ଦେଖିବାକୁ ମିଳିଛି। ଏଠି କିନ୍ତୁ ବିରେଧୀ ଆସନରେ କଂଗ୍ରେସ ରହିଥିବା ବେଳେ ସରକାରରେ ରହିଛି ବିଜେପି। ଗୁଜରାଟର ରାଜକୋଟରେ ଥିବା ସରକାରୀ ହସ୍ପିଟାଲରେ ମାସକ ମଧ୍ୟରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୧ରେ ପହଞ୍ଚିଛି। ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ସାମ୍ୱାଦିକ ମାନେ ପ୍ରଶ୍ନ କରିଥିଲେ। ହେଲେ ସେ ଉତ୍ତର ନଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି।

ରାଜସ୍ଥାନର କୋଟା ବ୍ୟତୀତ ବୁନ୍ଦୀ ଜିଲ୍ଲାରେ ମଧ୍ୟ ଶିଶୁ ମୃତ୍ୟୁର ଖବର ସାମ୍ନାକୁ ଆସିଛି। ଏହାବାଦ୍ ବିକେନାରର ପିବିଏମ ହସ୍ପିଟାଲରେ ଡିସେମ୍ୱର ମାସରେ ୧୬୨ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ୨୦୧୯ରେ ହସ୍ପିଟାଲରେ ୧୬,୯୧୫ ଜଣ ନବଜାତ ଭର୍ତ୍ତି ହୋଇଥିଲେ, ଯେଉଁଥିରୁ ୯୬୩ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ୧୬,୪୩୬ ଛୋଟ ଛୁଆଙ୍କ ମଧ୍ୟରୁ ୧୦୦୫ ଜଣ ନବଜାତଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୪ରେ ଏହି ସଂଖ୍ୟା ହାରାହାରି ୧,୧୦୦ ପ୍ରତି ବର୍ଷ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story