ଖୁସି ଖବର! ସ୍ପୁଟନିକ ପରେ ଆଉ ଏକ ଟିକାକୁ ଅନୁମତି ଦେଲା ଋଷିଆ

ମୋସ୍କୋ: କରୋନା ଟିକା ତିଆରି କରିବାରେ ପଛେଇ ଯାଇଛି ଦୁନିଆର ସର୍ବଶକ୍ତିମାନ କୁହାଯାଉଥିବା ଆମେରିକା। ଚଳିତ ବର୍ଷ ଶେଷ ବେଳକୁ ଆମେରିକା କରୋନା ଟିକା ବାହାର କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି। ହେଲେ ଏହାରି ଭିତରେ ଋଷିଆ ଆଉ ଏକ ଚକମା ଦେଇଛି। ସ୍ପୁଟନିକ ଭି ପରେ ଏପିଭାକକରୋନା ଟିକାକୁ ମଞ୍ଜୁରୀ ଦେଇଛି ଋଷିଆ। ଏ ନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ସୂଚନା ଦେଇଛନ୍ତି। ତୃତୀୟ ଟିକ୍ ପାଇଁ ମଧ୍ୟ ପ୍ରସ୍ତୁତି […]

CORONA VACCINE

CORONA VACCINE

Subhransu Sekhar
  • Published: Thursday, 15 October 2020
  • Updated: 15 October 2020, 11:17 AM IST

Sports

Latest News

ମୋସ୍କୋ: କରୋନା ଟିକା ତିଆରି କରିବାରେ ପଛେଇ ଯାଇଛି ଦୁନିଆର ସର୍ବଶକ୍ତିମାନ କୁହାଯାଉଥିବା ଆମେରିକା। ଚଳିତ ବର୍ଷ ଶେଷ ବେଳକୁ ଆମେରିକା କରୋନା ଟିକା ବାହାର କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି। ହେଲେ ଏହାରି ଭିତରେ ଋଷିଆ ଆଉ ଏକ ଚକମା ଦେଇଛି। ସ୍ପୁଟନିକ ଭି ପରେ ଏପିଭାକକରୋନା ଟିକାକୁ ମଞ୍ଜୁରୀ ଦେଇଛି ଋଷିଆ। ଏ ନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ସୂଚନା ଦେଇଛନ୍ତି। ତୃତୀୟ ଟିକ୍ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ ଏହି ଅବସରରେ କହିଛନ୍ତି।

ଏପିଭାକ କରୋନା (EpiVacCorona) ଟିକାକୁ ଋଷିଆ ସରକାର ଅନୁମତି ଦେଇଛନ୍ତି। ସାଇବେରିଆରେ ଥିବା ଭେକ୍ଟର ସଂସ୍ଥା ଦ୍ୱାରା ବିକଶିତ ହୋଇଛି। ଗତମାସରେ ଏହି ଟିକାକୁ ମଣିଷଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା। ଏଯାବତ ଏହାର ଫଳାଫଳ ଆସିନାହିଁ। ଏବେ ଅଧିକରୁ ଅଧିକ ଲୋକଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ଯାହାକୁ ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଏ। ପୁଟିନ୍ କହିଛନ୍ତି ଏବେ ଟିକା ଉତ୍ପାଦନକୁ ଆହୁରି ବଢ଼ାଇବାକୁ ହେବ। ଅନ୍ୟ ଦେଶ ସହିତ ତାଙ୍କ ସରକାର ଯୋଗାଯୋଗରେ ଅଛନ୍ତି। ଖୁବଶୀଘ୍ର ଟିକା ସମସ୍ତ ଦେଶକୁ ପଠାଯିବ ବୋଲି ସେ କହିଛନ୍ତି।

ତୃତୀୟ ପର୍ଯ୍ୟାୟରେ ପାଖାପାଖି ୩୦ ହଜାର ଲୋକଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ୩୦ ହଜାର ଲୋକଙ୍କ ମଧ୍ୟରୁ ୫ ହଜାର ସାଇବେରିଆର ବୋଲି ଜଣାପଡ଼ିଛି।
ସେହିପରି ତୃତୀୟ ଟିକା ସେଣ୍ଟ ପିଟର୍ସବର୍ଗରେ ତିଆରି ହେଉଛି ବୋଲି ପୁଟିନ୍ କହିଛନ୍ତି। ଟିକା ପ୍ରସ୍ତୁତି ଶେଷ ହୋଇଛି। ଅକ୍ଟୋବର ୧୯ ବେଳକୁ ୩୦୦ ଲୋକଙ୍କ ଶରୀରରେ ଏହି ଟିକା ପ୍ରୟୋଗ ହେବ ବୋଲି ସେ କହିଛନ୍ତି।

ଏପିଭାକ କୋରୋନା ଟିକା ପେପ୍ଟାଇଡ୍ ଆଧାରିତ ଟିକା। ଏହି ଟିକା କେବଳ ଋଷିଆରେ ବ୍ୟବହାର ପାଇଁ ଲାଇସେନ୍ସ ପାଇଛି। ଏହା ଏକ ସିନ୍ଥେଟିକ୍ ଟିକା ବୋଲି ଜଣାପଡ଼ିଛି। ସ୍ପୁଟନିକ୍ ଭି ହେଉଛି ଋଷିଆର ପ୍ରଥମ ଟିକା। ଏହା ଆଡେନୋଭାଇରସ୍ ଭେକ୍ଟର ଉପରେ ଆଧାରିତ। ସ୍ପୁଟନିକ ଭି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଋଷିଆକୁ ପ୍ରଶଂସା କରିଛି। ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ନାମକ ଅଗ୍ରଣୀ ଫାର୍ମା କମ୍ପାନୀ ସ୍ପୁଟନିକ୍ ଭି ଆଣିବ ବୋଲି ଚୁକ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story