ଅଗଷ୍ଟା ୱେଷ୍ଟଲାଣ୍ଡ ପ୍ରସଙ୍ଗରେ ରାଜ୍ୟସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପୁଣି ଥରେ ଅଗଷ୍ଟା ୱେଷ୍ଟଲାଣ୍ଡ ପ୍ରସଙ୍ଗରେ ନେଇ ବିରୋଧୀ କଂଗ୍ରେସ ହଟ୍ଟଗୋଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିର୍ବାଚନୀ ମାମଲା କରି ଥିବାରୁ ରାଜ୍ୟସଭାରେ କ୍ଷମା ମାଗନ୍ତୁ ବୋଲି କଂଗ୍ରସ ସଦସ୍ୟମାନେ ଦାବି କରିଥିଲେ। ସୂଚନାଯୋଗ୍ୟ, ତାମିଲନାଡୁରେ ଏକ ନିର୍ବାଚନ ରାଲିରେ ମୋଦି ଭିଭିଆଇପିଙ୍କ ଚପର ଡିଲ୍ ମାମଲା ଉଠାଇଥିଲେ। ଆଜି ସଂସଦରେ ବିଜେପି ସାଂସଦ କିରୀଟ ସୋମୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭାଦ୍ରାଙ୍କ ଲ୍ୟାଣ୍ଡ୍ ଡିଲ୍‌ […]

rajya-sabha

rajya-sabha

Rakesh Mallick
  • Published: Monday, 09 May 2016
  • Updated: 09 May 2016, 09:02 AM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପୁଣି ଥରେ ଅଗଷ୍ଟା ୱେଷ୍ଟଲାଣ୍ଡ ପ୍ରସଙ୍ଗରେ ନେଇ ବିରୋଧୀ କଂଗ୍ରେସ ହଟ୍ଟଗୋଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିର୍ବାଚନୀ ମାମଲା କରି ଥିବାରୁ ରାଜ୍ୟସଭାରେ କ୍ଷମା ମାଗନ୍ତୁ ବୋଲି କଂଗ୍ରସ ସଦସ୍ୟମାନେ ଦାବି କରିଥିଲେ।

ସୂଚନାଯୋଗ୍ୟ, ତାମିଲନାଡୁରେ ଏକ ନିର୍ବାଚନ ରାଲିରେ ମୋଦି ଭିଭିଆଇପିଙ୍କ ଚପର ଡିଲ୍ ମାମଲା ଉଠାଇଥିଲେ।

ଆଜି ସଂସଦରେ ବିଜେପି ସାଂସଦ କିରୀଟ ସୋମୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭାଦ୍ରାଙ୍କ ଲ୍ୟାଣ୍ଡ୍ ଡିଲ୍‌ ପ୍ରସଙ୍ଗ ଉଠାଇବେ। ଏ ନେଇ ସେ ଲୋକସଭାରେ ନୋଟିସ୍ ପ୍ରଦାନ କରିଛନ୍ତି। ଏହାସହ ବିକାନେର ଜମି କିଣାକୁ ନେଇ ମଧ୍ୟ ବିଜେପି କଂଗ୍ରେସକୁ ଘେରିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story