ଅହମଦାବାଦରୁ ମୁମ୍ବାଇ ଯାଉଥିବା ‘ଜେଟ୍’ ବିମାନରେ  ବୋମା ଆତଙ୍କ

ଅହମଦାବାଦ: ଅହମଦାବାଦରୁ ମୁମ୍ବାଇ ଯାଉଥିବା ଜେଟ୍ ଏୟାରୱେଜ୍ ବିମାନରେ ଆଜି ବୋମା ଥିବା ଆଶଙ୍କାରେ ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ଅମଦାବାଦରେ ବିମାନଟି ମୁମ୍ବାଇକୁ ଉଡ଼ାଣ ଭରିବା ପୂର୍ବରୁ ବୋମା ଥିବା ସୂଚନା ମିଳିଥିଲା। ସନ୍ଧାନୀ କୁକୁର ଓ ବମ୍ ସ୍କାଡ୍ ଯୋଗେ ବିମାନଟିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି।  ତେବେ ଏ ପର୍ଯ୍ୟନ୍ତ ବୋମାର କୌଣସି ସନ୍ଧାନ ମିଳିନାହିଁ।

jet-airways-

jet-airways-

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 09:56 AM IST

Sports

Latest News

ଅହମଦାବାଦ: ଅହମଦାବାଦରୁ ମୁମ୍ବାଇ ଯାଉଥିବା ଜେଟ୍ ଏୟାରୱେଜ୍ ବିମାନରେ ଆଜି ବୋମା ଥିବା ଆଶଙ୍କାରେ ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ଅମଦାବାଦରେ ବିମାନଟି ମୁମ୍ବାଇକୁ ଉଡ଼ାଣ ଭରିବା ପୂର୍ବରୁ ବୋମା ଥିବା ସୂଚନା ମିଳିଥିଲା। ସନ୍ଧାନୀ କୁକୁର ଓ ବମ୍ ସ୍କାଡ୍ ଯୋଗେ ବିମାନଟିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି।  ତେବେ ଏ ପର୍ଯ୍ୟନ୍ତ ବୋମାର କୌଣସି ସନ୍ଧାନ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos