କରୋନା ମୁକାବିଲା ପାଇଁ ଆସିଲା ଏୟାର ଫିଲ୍ଟର

ନ୍ୟୁୟର୍କ: ସାରା ବିଶ୍ୱ ପାଇଁ କରୋନା ଏବେ କାଳ ସାଜିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆମେରିକାର ବୌଜ୍ଞାନିକମାନେ ‘କ୍ୟାଚ ଏବଂ କିଲ୍’ ନାମକ ଏୟାର ଫିଲଟର ବା ଶୋଧନର ଆବିଷ୍କାର କରିଛନ୍ତି। ଏହା କରୋନା ଭାଇରସକୁ ସଙ୍ଗେସଙ୍ଗେ ମାରିପାରିବାର କ୍ଷମତା ରଖିଛି ବୋଲି ଦାବି କରିଛନ୍ତି ବୈଜ୍ଞାନିକମାନେ। ଟୁଡେ ଫିଜିକ୍ସ ନାମକ ଏକ ଜର୍ଣ୍ଣାଲରେ ଏ  ବାବଦରେ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ୯୯.୮ ପ୍ରତିଶତ କରୋନା ଭାଇରସ ଏହି ଏୟାର ଫିଲଟର ମାଧ୍ୟମରେ […]

Air-filter-that-can-kill-Covid19-viruse

Air-filter-that-can-kill-Covid19-viruse

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 05:26 PM IST

Sports

Latest News

ନ୍ୟୁୟର୍କ: ସାରା ବିଶ୍ୱ ପାଇଁ କରୋନା ଏବେ କାଳ ସାଜିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆମେରିକାର ବୌଜ୍ଞାନିକମାନେ ‘କ୍ୟାଚ ଏବଂ କିଲ୍’ ନାମକ ଏୟାର ଫିଲଟର ବା ଶୋଧନର ଆବିଷ୍କାର କରିଛନ୍ତି। ଏହା କରୋନା ଭାଇରସକୁ ସଙ୍ଗେସଙ୍ଗେ ମାରିପାରିବାର କ୍ଷମତା ରଖିଛି ବୋଲି ଦାବି କରିଛନ୍ତି ବୈଜ୍ଞାନିକମାନେ।

ଟୁଡେ ଫିଜିକ୍ସ ନାମକ ଏକ ଜର୍ଣ୍ଣାଲରେ ଏ  ବାବଦରେ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ୯୯.୮ ପ୍ରତିଶତ କରୋନା ଭାଇରସ ଏହି ଏୟାର ଫିଲଟର ମାଧ୍ୟମରେ ମରିଯାଉଛି। ଏହି ଫିଲ୍ଟର ନିକେଲରେ ତିଆରି ହୋଇଛି।

ନିକେଲ ଫିଲ୍ଟରଟି ୨୦୦ ଡିଗ୍ରୀ ସେଲସିୟସରେ ଗରମ ହେବା ପରେ ଏହି ଭାଇରସକୁ ମାରିଥାଏ। ଏହା ୯୯.୮ ପ୍ରତିଶତ ଆନ୍ଥ୍ରାକ୍ସ ସ୍ପୋରସକୁ ମଧ୍ୟ ମାରେ। ଆମେରିକାର ସରକାରଙ୍କ ଅଧୀନରେ ଥିବା ଟେକ୍ସାସର ଗାଲଭେଷ୍ଟୋନ ଜାତୀୟ ପରୀକ୍ଷାଗାରରେ ଏହି ପରୀକ୍ଷା ହୋଇଛି।

ଏହି ନିକେଲ ଫିଲଟର ବିମାନ ବନ୍ଦର, ବିମାନ, ଅଫିସ, ସ୍କୁଲ ଏବଂ ଜାହାଜରେ ବ୍ୟବହାର କରିହେବ ବୋଲି ଆମେରିକାର ହଷ୍ଟନ ବିଶ୍ୱବିଦ୍ୟାଳୟର ଗବେଷକ ତଥା ଟୁଡେ ଫିଜିକ୍ସର ସହ-ଲେଖକ ଜିଫେଙ୍ଗ ରେନ୍ କହିଛନ୍ତି।

କରୋନା ସଂକ୍ରମଣରୁ ରୋକିବାରେ ଏବଂ ସମାଜରେ ଏହି ଭାଇରସର ଦୌରାତ୍ମ୍ୟକୁ ରୋକିବାରେ ଏହା ଲାଭଦାୟକ ହେବ ବୋଲି ଦାବି ହୋଇଛି। ଗବେଷଣାରେ ଜଣାପଡ଼ିଛି କରୋନା ଭାଇରସ ୭୦ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଜୀବିତ ରହିପାରିବ। ହେଲେ ଏହି ଭାଇରସକୁ ସୁନିଶ୍ଚିତ ଭାବରେ ମାରିବା ପାଇଁ ନିକେଲ ଫିଲ୍ଟରର ତାପମାତ୍ରାକୁ ୨୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ାଇଛନ୍ତି ଗବେଷକମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story