ସଙ୍କଟରେ ଏୟାର ଇଣ୍ଡିଆ, ଇସ୍ତଫା ଦେଲେ ୧୨୦ ପାଇଲଟ୍

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟରେ ଫଶିଥିବା ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନର ପାଇଲଟମାନେ ଇସ୍ତଫା ଦେଇଛନ୍ତି। ୧୨୦ ଜଣ ପାଇଲଟ ଇସ୍ତଫା ଦେବା ପରେ କିଭଳି ଏୟାରବେସ ଏ-୩୨୦ ବିମାନ ଚାଲିବ ତାହା ଏବେ କମ୍ପାନୀ ପାଇଁ ଚିନ୍ତାର ବିଷୟ। ଦରମା ସାଙ୍ଗକୁ ପଦନ୍ନୋତି ନମିଳିବାରୁ ୧୨୦ ପାଇଲଟ୍ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡ଼ିଛି। ଦୀର୍ଘ ଦିନ ହେବ ଏହି ପାଇଲଟମାନେ ଦରମା ବୃଦ୍ଧି ସାଙ୍ଗକୁ ପଦନ୍ନୋତି ବାବଦରେ ବିମାନ ପ୍ରଶାସନିକ ବିଭାଗ ନିକଟରେ କହିଥିଲେ। […]

AIR INDIA

AIR INDIA

Subhransu Sekhar
  • Published: Sunday, 13 October 2019
  • Updated: 13 October 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟରେ ଫଶିଥିବା ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନର ପାଇଲଟମାନେ ଇସ୍ତଫା ଦେଇଛନ୍ତି। ୧୨୦ ଜଣ ପାଇଲଟ ଇସ୍ତଫା ଦେବା ପରେ କିଭଳି ଏୟାରବେସ ଏ-୩୨୦ ବିମାନ ଚାଲିବ ତାହା ଏବେ କମ୍ପାନୀ ପାଇଁ ଚିନ୍ତାର ବିଷୟ।

ଦରମା ସାଙ୍ଗକୁ ପଦନ୍ନୋତି ନମିଳିବାରୁ ୧୨୦ ପାଇଲଟ୍ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡ଼ିଛି। ଦୀର୍ଘ ଦିନ ହେବ ଏହି ପାଇଲଟମାନେ ଦରମା ବୃଦ୍ଧି ସାଙ୍ଗକୁ ପଦନ୍ନୋତି ବାବଦରେ ବିମାନ ପ୍ରଶାସନିକ ବିଭାଗ ନିକଟରେ କହିଥିଲେ। ହେଲେ କମ୍ପାନୀ କତ୍ତୃପକ୍ଷ ତାଙ୍କ ବାବଦରେ କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଇସ୍ତଫା ଦେଇଥିବା ପାଇଲଟ୍ ମାନେ କହିଛନ୍ତି। ଏହି ପାଇଲଟ ମାନେ ପ୍ରଥମେ ନିଯୁକ୍ତି ବେଳେ ୫ ବର୍ଷ ପାଇଁ ଠିକା ନିଯୁକ୍ତି ପାଇଥିଲେ। ଏବେ ତାଙ୍କ ଅବଧି ଶେଷ ହୋଇଯାଇଛି। ଅନେକ ଘରୋଇ ବିମାନ କମ୍ପାନୀ ଏୟାରବସ ବିମାନ ପରିବହନ ସେବାରେ ଲଗାଇଛନ୍ତି। ତେଣୁ ତାଙ୍କୁ ଚାକିରି ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ପାଇଲଟ ମାନେ କହିଛନ୍ତି। ପାଇଲଟଙ୍କ ଏଭଳି ଇସ୍ତଫା ପରେ ମଧ୍ୟ ବିମାନ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି କହିଛନ୍ତି ବିମାନ କମ୍ପାନୀ।

ଏହା ପୂର୍ବରୁ ଏୟାର ଇଣ୍ଡିଆ କମ୍ପାନୀ ତେଲ ପଇସା ବକେୟା ୪୮୦୦ କୋଟିରୁ ଅଧିକ ଟଙ୍କା ରହିଛି। ୯୦ ଦିନ ପର୍ଯ୍ୟନ୍ତ ତେଲ ପଇସା ବାକିରେ ନେଇପାରିବେ ବୋଲି ଅବଧି ରହିଛି। ହେଲେ ଏୟାର ଇଣ୍ଡିଆ ଏହାଠୁ ଅଧିକ ଦିନ ହେବ ବାକିରେ ତେଲ ନେଇଛି। ଏହାପରେ ଶୀଘ୍ର ବକେୟା ତେଲ ପଇସା ଦେବାକୁ ଏୟାର ଇଣ୍ଡିଆକୁ କହିଥିଲେ ତେଲ କମ୍ପାନୀ। ନହେଲେ ୧୮ ତାରିଖ ପରେ ଆଉ ତେଲ ଦିଆଯିବ ନାହିଁ ବୋଲି ତେଲ କମ୍ପାନୀ ଘୋଷଣା କରିଛି। ଖୁବଶୀଘ୍ର ତେଲ ପଇସା ଦେଇ ଦିଆଯିବ ବୋଲି ଆଜି କମ୍ପାନୀ କହିଛି।

ସେହିପରି କେନ୍ଦ୍ର ସରକାର ଏୟାର ଇଣ୍ଡିଆରର ୧୦୦ ପ୍ରତିଶତ ସେୟାର ବିକ୍ରି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ମୋଦି ସରକାରର ପ୍ରଥମ ପାଳିରେ ୭୬ ପ୍ରତିଶତ ସେୟାର ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ସେୟାରକୁ କିଣିବା ପାଇଁ କେହି ରାଜି ହୋଇନଥିଲେ। ପରେ ୧୦୦ ପ୍ରତିଶତ ସେୟାର ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story