ହାଇଦ୍ରାବାଦ: ଭାରତୀୟ ବାୟୁ ସେନାରେ ପ୍ରଥମଥର ପାଇଁ ମହିଳା ପାଇଲଟ୍ ସାମିଲ ହୋଇଛନ୍ତି। ଆଜି ତିନି ଜଣ ମହିଳା ଫାଇଟର୍ ପାଇଲଟ୍ଙ୍କୁ ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିଧିବଦ୍ଧ ବାୟୁସେନାର ଫାଇଟର୍ ଜେଟ୍ ଉଡ଼ାଣରେ ସାମିଲ କରିଛନ୍ତି। ସେମାନେ ହେଲେ ବିହାରର ଫ୍ଲାଇଂ କ୍ୟାଡେଟ୍ ଭାବନା କାନ୍ତ, ମଧ୍ୟପ୍ରଦେଶର ଅବନୀ ଚତୁର୍ବେଦୀ ଏବଂ ରାଜସ୍ଥାନର ମୋହନା ସିଂ। ଏମାନେ ତେଜସ୍ ଏବଂ ସୁଖେଇ ଭଳି ବାୟୁସେନାର ଲଢୁଆ ବିମାନ ଉଡ଼ାଇବେ।
ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ସେମାନେ ପ୍ରାୟ ୧୫୦ ଘଣ୍ଟା ଧରି ବିମାନ ଉଡ଼ାଇଛନ୍ତି ଏବଂ ଆସନ୍ତା ୬ମାସ ପର୍ଯ୍ୟନ୍ତ ଅତ୍ୟାଧୁନିକ ଲଢୁଆ ବିମାନ ହକ୍ରେ ଉଡ଼ାଣ ପ୍ରଶିକ୍ଷଣ ନେବେ। ୨୦୧୭ରୁ ଏମାନେ ଉଡ଼ାଇବେ ଲଢୁଆ ବିମାନ। ଗତବର୍ଷ ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ବାୟୁସେନାରେ ଲଢୁଆ ବିମାନ ଉଡ଼ାଣ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ ନେଇ ନିଷ୍ପତ୍ତି ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।
Crime
ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।