ଖୋଲା ଆକାଶରେ ମଳମୂତ୍ର ନିଷ୍କାସନ କଲେ ଏୟାରଲାଇନ୍ସ ଦେବ ଜରିମାନା

ମୁମ୍ବାଇ: ବିମାନ ଉଡୁଥିବା ବେଳେ କୌଣସି ଏୟାରଲାଇନ୍ସ ମଳ ଓ ମୂତ୍ର ଫିଙ୍ଗିଲେ ଏୟାରଲାଇନ୍‌ କମ୍ପାନୀକୁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏ ନେଇ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ତରଫରୁ କୁହାଯାଇଛି। ଏହି ସୂଚନା ସମସ୍ତ ଏୟାରଲାଇନ୍‌କୁ ଜଣାଇ ଦେବା ପାଇଁ ଏନ୍‌ଜିଟି, ଡିଜିସିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ଅବତରଣ କରିବା ପରେ ହିଁ ବିମାନରୁ ମୂଳ, ମୂତ୍ର ନିଷ୍କାସନ କରାଯିବ। ଯଦି ଏହି ନିୟମକୁ କୌଣସି ଏୟାରରଲାଇନ୍‌ କମ୍ପାନୀ ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କୁ […]

planefinal

planefinal

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 08:27 PM IST

Sports

Latest News

ମୁମ୍ବାଇ: ବିମାନ ଉଡୁଥିବା ବେଳେ କୌଣସି ଏୟାରଲାଇନ୍ସ ମଳ ଓ ମୂତ୍ର ଫିଙ୍ଗିଲେ ଏୟାରଲାଇନ୍‌ କମ୍ପାନୀକୁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏ ନେଇ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ତରଫରୁ କୁହାଯାଇଛି। ଏହି ସୂଚନା ସମସ୍ତ ଏୟାରଲାଇନ୍‌କୁ ଜଣାଇ ଦେବା ପାଇଁ ଏନ୍‌ଜିଟି, ଡିଜିସିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ଅବତରଣ କରିବା ପରେ ହିଁ ବିମାନରୁ ମୂଳ, ମୂତ୍ର ନିଷ୍କାସନ କରାଯିବ। ଯଦି ଏହି ନିୟମକୁ କୌଣସି ଏୟାରରଲାଇନ୍‌ କମ୍ପାନୀ ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ।

ହିନ୍ଦୁସ୍ଥାନ ଟାଇମ୍ସ ଖବର ମୁତାବକ ଅବସରପ୍ରାପ୍ତ ଆର୍ମୀ ଅଫିସର ଲେଫ୍ଟେନାଣ୍ଟ ଜେନେରାଲ ସତବନ୍ତ ସିଂ ଦହିଆ ଏକ ଆବେଦନ କରି ଦାବି କରିଥିଲେ ଯେ, ଦକ୍ଷିଣ ଦିଲ୍ଲୀର ବସନ୍ତ ଏନକ୍ଲେଭସ୍ଥିତ ତାଙ୍କ ଘରର ଛାତ ଉପରେ ପ୍ରାୟତଃ ବିମାନରୁ ମଳମୂତ୍ର ପଡ଼ୁଛି।” ସତବନ୍ତ ସିଂଙ୍କ ଏହି ଆବେଦନକୁ ଦୃଷ୍ଟି ଆଗରେ ରଖି ଏନ୍‌ଜିଟି ତରଫରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story